
ଅନୁଗୋଳ ର ଓବିବିଜିଆରସି ଘରୋଇ ବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡାନ୍ ୨୦୨୫ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ପ୍ରଫେସର ଡକ୍ଟର ହରିହର କାନୁନଗୋ, ଜଗନ୍ନାଥ ସଂସ୍କୃତିର ବି ଶେଷଜ୍ଞ ପ୍ରାକ୍ତନ ନିର୍ଦ୍ଦେଶକ, ଓଡ଼ିଆ ଭାଷାର ପ୍ରତିଷ୍ଠାନ ସମ୍ପ୍ରତି କୁଳପତି ବୈଦିକ ବିଶ୍ବବିଦ୍ୟାଳୟ, ତାମିଲନାଡୁ ଓ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଆଲୋକ କୁମାର ଦେହୁରୀ (ଓ଼ ଏ ଏସ୍) ତହସିଲଦାର, ଅନୁଗୋଳ ଏବଂ ବିଦ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


