ଢେ଼ଙ୍କାନାଳ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଆନନ୍ଦ ବଜାର ତରଫରୁ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଆଜି ପବିତ୍ର ଅନନ୍ତ ବ୍ରତ ଅବସରରେ ବ୍ରାହ୍ମଣୀ ନଦୀର ତଟ କମଗରା ଘାଟରୁ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଷୋଡ଼ଶ ଉପଚାରରେ ପୂଜା ଅର୍ଚ୍ଚନା ଓ ହୋମ ଯଜ୍ଞ କରାଯାଇ ମାଟି ଅନୁକୂଳ କରାଯାଇ ଥିଲା। ମୁଖ୍ୟ ପୂଜକ ରାକେଶ କୁମାର ଦାସ,କର୍ତ୍ତା ମନୋରଞ୍ଜନ ସାହୁ ସଭାପତି ଚକ୍ରଧର ନାୟକ ସମ୍ପାଦକ ଚିତ୍ତରଞ୍ଜନ ସାହୁ କୋଷାଧ୍ୟକ୍ଷ ଲିପୂନ୍ କୁମାର ପ୍ରଧାନ ଆନନ୍ଦ ବଜାର ପୂଜା କମିଟିର ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ରେଏହି ମାଟି ଅନୁକୂଳ କରାଯାଇଥିଲା

May 1, 2026/
No Comments


