ବ୍ୟାଙ୍କ୍ ଅଫ ଇଣ୍ଡିଆ ର ୧୨୦ ତମ ପ୍ରତିଷ୍ଠା ଦିବସ

ଢେ଼ଙ୍କାନାଳ ଜବାହରଚୌକ ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ୧୨୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହେଇଯାଇଛି। ଏହି ଅବସରରେ ଗ୍ରାହକ ମାନଙ୍କୁ ଲଡୁ ବଣ୍ଟନ ହୋଇଥିଲା। ଓ ଲୋକଙ୍କୁ ସେବାରେ ବ୍ୟାଙ୍କ୍ ଅଫ ଇଣ୍ଡିଆ ସବୁବେଳେ ସେବା ଯୋଗେଇ ଆସୁଛି। ବ୍ରାଞ୍ଚ ମ୍ୟାନେଜର ଅମରେଶ ବିଶ୍ବାଳ ଓ ସମସ୍ତ ବ୍ୟାଙ୍କ୍ କର୍ମଚାରୀ ଙ୍କ ଉପସ୍ଥିତି ରେ ୧୨୦ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।



