ଅନୁଗୋଳ – ଆଜି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅସୁସ୍ଥ ଥିବା ଖବର ବିଶେଷ ସୂତ୍ରରୁ ହସ୍ତଗତ ହୋଇଛି। ସୁଚନା ମୁତାବକ ଆଜି ଅଚାନକ ବିଧାୟକ ଶ୍ରୀ ପ୍ରଧାନ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଥିଲା। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଗୁରୁତର ଅସୁସ୍ଥ ରେ ଭୁବନେଶ୍ୱର ମଣିପାଲ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କର ସମର୍ଥକ ମାନେ ସୋସିଆଲ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

June 1, 2026/
No Comments


