ଚମ୍ପୁଆ ଥାନା ଅନ୍ତର୍ଗତରେ ନଦୀରୁ ମୂର୍ମୁସ ଅବସ୍ଥାରେ ଯୁବକ ଉଦ୍ଧାର

କେନ୍ଦୁଝର……କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ନଦୀରେ ଭାସମାନ ଅବସ୍ଥାରେ ମୂର୍ମୁଷ ଅବସ୍ଥାରେ ଥିବା ଯୁବକ ଉଦ୍ଧାର। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ନିକଟସ୍ଥ ଚୈତରଣୀ ନଦୀର ଫଗୁ ପେlଲତଳୁ ନଦୀରେ ଭାସୁଥିବା ଅବସ୍ଥାରେ ମୁମୁର୍ଷ ଯୁବକ ଉଦ୍ଧାର ହୋଇଥିବା ନେଇ ସୂଚନା lସ୍ଥାନୀୟ ଲେlକ ଆଜି ସକାଳୁ ମର୍ଣ୍ଣିଙ୍ଗ ଓ୍ବାର୍କ ଯାଇଥିବା ବେଳେ ଲୋକେ ଦେଖିଲେ କି ନଦୀ ଭିତରେ ଭାସୁଥିବା ଯୁବକକୁ ଦେଖି ତାକୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି l ତେବେ ଯୁବକକଂ ଅବସ୍ଥା ଗୁରୁତର ଥିବାରୁ ତାକୁ ସଂଗେ ସ଼ଗେ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଥିବା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଯୁବକକଂ ପରିଚୟ ମିଳିପାରି ନାହିଁ lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



