ତାଳଚେର ର ସୁନା ପୁଅ ଶଶାଙ୍କ (ଓ ଏ ଏସ)ଙ୍କୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ସାଂସଦ ମହେଶ ସାହୁ
ତାଳଚେର ୪/୧୦ତାଳଚେର ର ସୁନା ପୁଅ ଶଶାଙ୍କ ଶେଖର ସାମଲ ଚଳିତ ରାଜ୍ୟ ପ୍ରସାଶନିକ ସେବା ଓ,ଏ,ଏସ ପରୀକ୍ଷାର କୃତକାର୍ଯ୍ୟ ହାସଲ କରି ତାଳଚେର କୁ ଗୌରବାନିତ କରିଥିବା କଙ୍କିଳି ଗ୍ରାମର ସୁଧାକର ସାମଲ ଙ୍କ ପୁତ୍ର ଶଶାଙ୍କ ସାମଲ ଙ୍କୁ ଢେଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ ତାଙ୍କ ଅନୁଷ୍ଠାନ “ଆମ ପ୍ରତିଭା ଆମ ପରିଚୟ” ଅନୁଷ୍ଠାନ ପକ୍ଷରୁ ତାଙ୍କ କାଙ୍କିଳି ଗ୍ରାମକୁ ଯାଇ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ସହିତ ତାଙ୍କ ପିତା ସୁଧାକର ସାମଲ ଓ ମାତା ପରିବାର ବର୍ଗ ଉପସ୍ଥିତ ଥିଲେ।। ତେବେ ଶଶାଙ୍କ ଆଗକୁ ରାଜ୍ୟର ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆହୁରି ଅଧିକ ଲୋକାଭିମୁଖୀ, ଜସ୍ଵଶି ହୁଅନ୍ତୁ ବୋଲି ଶ୍ରୀ ସାହୁ ପରାମର୍ଶ ଦେଇ ଠାକୁରଙ୍କୁ ପର୍ଥନା କରିଥିଲେ।।



