ଭୁବନେଶ୍ବର: ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରୁ ଗିରଫ ହେଲା କୁଖ୍ୟାତ ଠକ। କୁଖ୍ୟାତ ଠକ ରିଙ୍କୁକୁ ମୈତ୍ରୀ ବିହାରରୁ ଧରିଲା କମିଶନରେଟ ପୋଲିସ। ରିଙ୍କୁ ସହଯୋଗୀ ମନିନ୍ଦର ମଧ୍ଯ ଗିରଫ ହୋଇଥିବା ସୂଚନା। ଗୃହ ବିଭାଗ ଅଧୀନରେ ଥିବା ଏକ କମିଶନ ର ଅଧ୍ୟକ୍ଷ କହି ଠକୁଥିଲା ହରିଆନା ର ରିଙ୍କୁ । କେନ୍ଦ୍ର ସରକାରଙ୍କ ବଡ଼ ବଡ଼ ପଦବୀ ରେ ନିଯୁକ୍ତି ଦେବାକୁ କହି ଠକୁଥିଲେ। ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସହ ଯୋଗାଯୋଗ ପରେ ଜଣାପଡ଼ିଲା ଘଟଣା ବୋଲି ସୂଚନା ଦେଲେ ଭୁବନେଶ୍ବର ଡିସିପି ଜଗମୋହନ ମୀନା।

June 27, 2026/
No Comments


