କଟକ: କଟକ ସହରରେ ଶାନ୍ତିପୂର୍ଣ୍ଣ ରହିଛି ସ୍ଥିତି। ସହରରେ ମୁତୟନ ଅଛନ୍ତି ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୮ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ। ସହରରେ ଗତକାଲି ରାତି ୧୦ଟାରୁ ଜାରି ରହିଥିବା ୩୬ ଘଣ୍ଟିଆ କର୍ଫ୍ୟୁ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ମେଡିକାଲ, ପେଟ୍ରୋଲ ପମ୍ପ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହିଛି। ବସ୍ ଚଳାଚଳ ମଧ୍ଯ ସ୍ଵାଭାବିକ ରହିଛି। ବାଦାମବାଡ଼ି ଦେଇ ଯିବା ଆସିବା କରୁଛି ବସ୍। ଓଡ଼ିଶାର ବିଭିନ୍ନ ସ୍ଥାନରୁ କଟକକୁ ଆସୁଛି ଯାତ୍ରୀବାହୀ ବସ୍।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


