କେନ୍ଦୁଝର ଜିଲ୍ଲାରେ ନିଖୋଜ ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ପୋଖରୀରୁ ଉଦ୍ଧାର
କେନ୍ଦୁଝର ଜିଲ୍ଲାରେ ନିଖୋଜ୍ ମହିଳାଙ୍କ ମୣତଦେହ ଭାସମାନ ଅବସ୍ଥାରେ ପୋଖରୀରୁ ଉଦ୍ଧାର l କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଜଜପଶି ଗ୍ରାମରେ ପେlଖରୀରୁ ଆଜି ସକାଳେ ମହିଳା ଙ୍କ ମୣତ ଦେହ ଭାସୁଥିବା ଦେଖି ଗ୍ରାମବାସୀ ବାରିଆ ପୁଲିସ କୁ ଖବର ଦେଇଥିଲେ l ଖବର ପାଇ ଵାରିଆ ପୁଲିସ ଘଟଣା ସ୍ଥଳରେ ପହଂଚି ମୣତଦେହ ପେlଖରୀରୁ ବାହାର କରି ତଦନ୍ତ ଆରମ୍ଭ କରିଛି ।ମୣତକ ମହିଳା ସେହି ଗ୍ରାମର ଫୁଲମଣୀ ଲେlହାର ବୋଲି ସୂଚନା l ସେ ଗତ ରାତିରୁ ଘରୁ ନିଖେlଜ ଥିଲେ ଗାଁ ହାଟକୁ ଯାଇ ଫେରି ନଥିବା ନେଇ ସୂଚନା।ଆଜି ସକାଳୁ ମୣତଦେହ ପେlଖରୀରେ ଭାସୁଥିବା ବେଳେ ଗ୍ରାମ ବାସୀ ଦେଖିଥିଲେ l ଘଟଣା ସ୍ଥଳରେ ବାରିଆ ପୁଲିସ ପହଞ୍ଚି ଅଗ୍ନିସମ ବିଭାଗ ସହାୟତା ରେ ମୣତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ବାରିଆ ପୋଲିସ୍।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



