ଭୁବନେଶ୍ୱର: ଲଗାତାର ଭାବେ ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଆୟକର ଚଢାଉ ହୋଇଛି । ଏହି ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ନଗଦ ଅଢେଇ କୋଟି ଟଙ୍କା ଜବତ କରାଯାଇଛି । ଉତ୍କଳ ବିଲ୍ଡର୍ସର ୪ଜଣ ନିର୍ଦ୍ଦେଶକଙ୍କୁ ଆଜି ସକାଳୁ ସକାଳୁ ମାରାଥନ୍ ଜେରା କରାଯାଉଥିବା ସୂଚନା ମିଳିଛି । ରାକେଶ ଭୁରା, ଅଞ୍ଜନାଦେବୀ ଭୁରା, ସନ୍ଦୀପ ବେଦ, ଅମିତ ବେଦଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି ।ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି ଆୟକର ବିଭାଗ । ଗତ ମଙ୍ଗଳବାର ଠାରୁ ଉତ୍କଳ ବିଲ୍ଡର୍ସରେ ଚଢାଉ ଜାରି ରହିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

