ସମ୍ପତ୍ତି ତାଲିକା ନଦେଲେ ବାବୁଙ୍କର ହେବନି ପ୍ରୋମୋସନ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା କଡ଼ା ଚିଠି । ଏନେଇ ସବୁ ବିଭାଗକୁ ଚିଠି ଲେଖିଲେ ସରକାର । ଜାନୁଆରି ୨୦୨୫ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଧେଶ ଦିଆଯାଇଥିଲା।
ଏହା ପୂର୍ବରୁ ବହୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମ୍ପତ୍ତି ତାଲିକା ଦେବାକୁ ଚିଠି ଲେଖାଯାଇଥିଲା ।



