ସତ୍ୟବିହାର ସ୍ଥିତ ବାର୍ରେ ଅଗ୍ନିକାଣ୍ଡ
ଭୁବନେଶ୍ବର: ଭୁବନେଶ୍ବର ସତ୍ୟବିହାର ସ୍ଥିତ ଏକ ବାର୍ରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ ସର୍ଟ ସର୍କିଟ ହୋଇଥିବା ଅନୁମନ କରାଯାଉଛି। ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବ୍ୟାପିଛି ନିଆଁ।

All rights reserved. Designed by Inter Softech
1 Comment
https://shorturl.fm/W8876