ଓମାନ (ମସ୍କଟ)- ଓମାନରେ ଥିବା ଭାରତୀୟ ସମ୍ପ୍ରଦାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ମସ୍କାଟରେ ଏକ ବିରାଟ ଜନସମାଗମ ହୋଇଥିଲା। ଲୋକମାନେ “ଭାରତ ମାତା କି ଜୟ” ଏବଂ “ମୋଦୀ ମୋଦି!” ସ୍ଲୋଗାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ହାତ ଯୋଡି ସ୍ୱାଗତ କରିଥିଲେ।ଓମାନ କଳାକାରଙ୍କ ସହିତ ଭାରତୀୟ କଳାକାରମାନେ ମଧ୍ୟ ରଙ୍ଗାରଙ୍ଗ ପ୍ରଦର୍ଶନ କରିଥିଲେ। ଏଥିରେ ଗୁଜୁରାଟୀ ଗୀତ, ରାଜସ୍ଥାନର ଘୁମର ନୃତ୍ୟ, କଥକ ଏବଂ ଭାରତନାଟ୍ୟମ୍ ପରି ଶାସ୍ତ୍ରୀୟ ନୃତ୍ୟ ଏବଂ ଯକ୍ଷଗାନ ଅନ୍ତର୍ଭୁକ୍ତ ଥିଲା।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)