ଭୁବନେଶ୍ବର: ଭୁବନେଶ୍ବର ଖଣ୍ଡଗିରିରୁ ଏମ୍ସକୁ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର। ଏହି ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଖଣ୍ଡଗିରିରୁ କଳିଙ୍ଗନଗର ଛକ ଯାଏଁ ୩ ଲେନ ଲେଖାଏଁ ସର୍ଭିସ ରୋଡ୍ ହେବ। ୩ ଲେନ ସର୍ଭିସ ରୋଡ ପରେ ଗୋଟିଏ ଲେନ ଆମ୍ବୁଲାନ୍ସ ପାଇଁ ରହିବ। ଖଣ୍ଡଗିରି ଛକ ପାର ହେବା ପରେ ଜଣେ ସିଧାସଳଖ ଏମ୍ସରେ ପହଞ୍ଚିପାରିବ।

September 20, 2026/
No Comments


