ଭୁବନେଶ୍ବର: ଗାଡ଼ିର ବୈଧ କାଗଜପତ୍ର କରାଇବା ଅବଧି ମାସେ ବଢ଼ିଲା । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ଦେଇଛନ୍ତି ସୂଚନା। ମନ୍ତ୍ରୀ କହିଲେ ଯେ, ଏହି ଅବଧି ମଧ୍ୟରେ RC, ଫିଟନେସ୍, PUCC, ବୀମା ଆଦି କରାଇ ନିଅନ୍ତୁ। ବର୍ଦ୍ଧିତ ସମୟ ମଧ୍ୟରେ PUCC କରାଇନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ୧ ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଯାଞ୍ଚ କଡ଼ାକଡ଼ି କରାଯିବ। ଫେବ୍ରୁଆରୀ ୧ ପୂର୍ବରୁ PUCC ପାଇଁ ପେଟ୍ରୋଲ ମନା କରାଯାଇ ପାରିବନି।

January 17, 2026/
No Comments


