କଟକ ବକ୍ସିବଜାର ରିଜର୍ଭ ପୋଲିସ ଗ୍ରାଉଣ୍ଡ ରେ ଆସନ୍ତା ଡିସେମ୍ବର 27 ରୁ 30 ଯାଏ 71ତମ ସିନିୟର ଆଥଲେଟିକ ମିଟ୍ ଆୟୋଜିତ ହେବ। ଏଥିରେ ସାରା ରାଜ୍ୟରୁ 1500 ଆଥଲେଟ ଓ 150 ଅଫିସିଆଲ ଭାଗ ନେବେ। ସବଜୁନିୟର, ଜୁନିୟର, ୟୁଥ ଓ ସିନିୟର ବର୍ଗରେ ପ୍ରତିଦ୍ବନ୍ଦିତା ହେବ। ଏହି ଚମ୍ପିୟନସିପ ରେ ଅନିମେଶ କୁଜୁର ,ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ ଓଡିଶାର 3 ଅନ୍ତର୍ଜାତିକ ଆଥଲେଟ୍ ଭାଗ ନେବେ। ଏହି ଅବସରରେ ବାରବାଟୀ ଷ୍ଟାଡିୟମ ରେ 28 ତାରିଖରେ ଫାଓ ର ସଂପାଦକ ବରିଷ୍ଠ କ୍ରୀଡାବିତ ଆଶିର୍ବାଦ ବେହେରାଙ୍କ ସମେତ ରାଜ୍ୟର 15 ପୂର୍ବତନ ଅନ୍ତର୍ଜାତିକ ଆଥଲେଟଙ୍କୁ ଓଡିଶା ଅଲମ୍ପିକ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ।ବାଇଟ-2-ଅଭିଜିତ ପାଲସଂପାଦକ, ଓଡିଶା ଅଲମ୍ପିକ ଆସୋସିଏସନ

January 16, 2026/
No Comments


