ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଖୁବ ସମାରୋହରେ ପାଳନ କରାଯାଇଛି।

କଳାହାଣ୍ଡି ୨୬/୧୨ ଦିନ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଜୁନାଗଡ ରେଣ୍ଡୋମାଝି କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଲନ କରାଜାଇଛି। ଏହି ପ୍ରତିଷ୍ଠା ଉତ୍ସବର ମୁଖ୍ୟ ଅତିଥି ଜୁନାଗଡ଼ ବ୍ଲକର ସୁଖ ଦୁଃଖର ସାଥି,ଦୁଖି ଦରିଦ୍ର ଙ୍କ ଦରଧି ବନ୍ଦୁ,କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହିଥିଲେ, ଏବଂ ବିଜୁପଟ୍ଟନାୟକ ଷ୍ଟଡିୟମ ରେ ବିଜୁପଟ୍ଟନାୟକ ଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ କରିଥିଲେ। ଏବଂ ବିଜୁ ଜନତା ଦଳର ପ୍ରତିଷ୍ଠାଦିବସ ବିଷୟରେ ଏବଂ କିପରି ଭାବରେ ଆଗକୁ ବିଜୁ ଜନତା ଦଳ ଆଗେଇଜିବ,ଆଗାମି ପଞ୍ଚାୟତ ନିର୍ବାଚନ ରେ କିିପରି ଭାବରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ,ବ୍ଲକ ଚେୟାରମେନ , ଜିଲ୍ଲା ପରିଷଦ ଚେୟାରମେନ , କିିପରି ଭାବରେ ବିଜୁଜନତା ର ହେବ ସେବିଷୟରେ ଆଲୋକପାତ କରିଥିଲେ କରର୍ମି ମାନଙ୍କୁ।ମଞ୍ଚରେ ଉପସ୍ଥିତ ରହିଥିଲେ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତି ସୁଧିରା ମେହେର,ଜୁନାଗଡ ଏନ୍ ଏ ସି ଉପାଧ୍ୟାକ୍ଷା ଶ୍ରୀମତି ହିମାଦ୍ରି ନାଏକ,ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରମୋଦ ବେହେରା,୩ନ ଜିଲ୍ଲା ପରିଷଦ ସଙ୍ଗିତା ଖର୍ସେଲ, ଗୋଲାମୁଣ୍ଡା ବ୍ଲକର ୫ଆଉ ୬ନ ଜିଲ୍ଲାପରିଷଦ ସ ଭ୍ୟା,ସରପଞ୍ଚ ସଭାପତି ତାରା ରାୟଗୁରୁ,ଆଇନଜିବି ଦିଗାମ୍ବର ନାଏକ, ଗୋଲାମୁଣ୍ଡା ବ୍ଲକ ସଭାପତି,ଜୁନାଗଡ ଏନ୍ ଏ ସି ସଭାପତି ଶ୍ରୀମହେଶ ସାହୁ, ଜିଲ୍ଲା କୃଷି ସଭାପତି ଦିଲିପ ଠାକୁର, ଉପସ୍ଥିତ ରହିଥିଲେ ବିଜୁଜନତା ଦଲରପ୍ରତିଷ୍ଠା ଦିବସ ଅବସରରେସମସ୍ତେ ବକ୍ତବ୍ୟ ରଖିଥିଲେ। ଏବଂ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କୁ ଭେଟିବା ପାଇଁ ଏହି ଉତ୍ସବରେ ହଜାର ହଜାର କର୍ମି ପ୍ରତ୍ୟେକ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ଏବଂ ସୁନ୍ଦରଭାବରେ ପ୍ରତିଷ୍ଠା ଦିବସ ପାଲନ କରାଯାଇଥିଲା। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




