ନୂଆ ବର୍ଷ ପାଇଁ ଟଲି ରେ ବୁଲି ବିକୁଛନ୍ତି କ୍ୟାଲେଣ୍ଡର
ଢେ଼ଙ୍କାନାଳ ରେ ନୂଆ ବର୍ଷ ପାଇଁ ଟଲି ରେ ବୁଲି ବୁଲି ବିଭିନ୍ନ ପ୍ରକାରର କ୍ୟାଲେଣ୍ଡର ଲକ୍ଷ୍ମୀ ବଜାର ଗଙ୍ଗାଧର ପାତ୍ର ୯୭ ମସିହାରୁ କ୍ୟାଲେଣ୍ଡର ବିକି ଆସୁଛନ୍ତି । ଭାଗ୍ୟ ଦୀପ , କୋହିନୂର୍,ଭାଗ୍ୟ ଚକ୍ର ,ରାଧା ରମଣ ବିଭିନ୍ନ ପ୍ରକାର କ୍ୟାଲେଣ୍ଡର ସହ ପୂଜା ବହି ବିକ୍ରୀ କରୁଛନ୍ତି। ୨୦ ଟଙ୍କାରୁ ଆରମ୍ଭ ହୋଇ ୮୦ ଟଙ୍କା ପର୍ଯ୍ୟନ୍ତ କ୍ୟାଲେଣ୍ଡର ବିକ୍ରି ହେଉଛି।



