
ରେଢ଼ାଖୋଲ – ଅଦ୍ୟ ତାରିଖ 5-1-2026ରିଖ ରେଢ଼ାଖୋଲ ପଞ୍ଚାୟତ ସମିତି ସଭ୍ୟମାନଙ୍କ ବୈଠକ ରେ ବିଧାୟକ, ଉପଜିଲ୍ଲାପାଳ, ବିଡ଼ିଓ ସମସ୍ତଙ୍କୁ ସ୍ଵାଗତ କରିଥିଲେ।ବଡ଼ମାଳ ସରପଞ୍ଚ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ର ରିୱଆଡର ଅନିୟମିତତାର ସୁରାକ ପାଇବାରେ ପରେ ପି ଆଇ ଏ ରେଜୋଲେସନ ଦୁଇ ଦିନ ମଧ୍ୟରେ ଦେବାପାଇଁ କହିଥିଲେ। ପ୍ରତ୍ୟେକ ସରପଞ୍ଚ ମାନେ ଏହାର ତଦନ୍ତ ହେବା ପାଇଁ ଦାବି କହିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

