ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜମାଲପୁର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ଯାଉଥିବା ଏକ ଲାଲ ରଙ୍ଗର ସ୍କୁଟି ଆକ୍ଟିଭା କୁ ପଛପଟୁ ଧକ୍କା ଦେଲା ସାରଳା ବସ୍ । ଦୁର୍ଘଟଣା ଘଟଣା ସ୍ଥଳରେ ସ୍କୁଟି ରେ ଯାଉଥିବା ଦୁଇ ଜଣ ମହିଳା ଙ୍କ ଦୁର୍ଘଟଣା ସ୍ଥଳ ହିଁ ମୃତ୍ୟୁ ହୋଇଥିଲା ବେଳେ ପିପିଲି ପୁଲିସ୍ ପହଂଚି ମୃତଦେହ କୁ ଜବତ କରିବା ଯାତାୟାତ ସ୍ଵାଭାବିକ କରିଛି। ମୃତ ଦୁଇ ମହିଳା ଙ୍କ ମଧ୍ୟରୁ ଜଣେ ଘରୋଇ ଚ୍ୟାନଲର ରିପୋର୍ଟର ସିଲା ପଟ୍ଟନାୟକ ବୋଲି ଜଣାପଡିଛି।

January 17, 2026/
No Comments


