33 ତମ ଜୁନିଅର ଜାତୀୟ ଫେନସିଙ୍ଗ ପ୍ରତିଯୋଗିତା ଉଦଯାପିତ
କଟକ ଆସନ୍ତା ଜାନୁଆରୀ 5 ତାରିଖରୁ 10 ଜାନୁଆରୀ 2026ପର୍ଯନ୍ତ ସ୍ଥାନୀୟ ଯବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ କଟକ ଠାରେ ଉତଯାପନ ହୋଇଯାଇଛି,500ରୁ ଉର୍ଦ୍ଧ ପ୍ରତିଯୋଗୀ ଏହି ଚାମ୍ପିୟନସିପରେ ଭାଗ ନେଇଥିଲେ,ଓଡିଶା ଦଳ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲା, ଏହି ଖେଳକୁ ଓଡିଶା ରାଜ୍ୟ ଫେନସିଙ୍ଗ ଆଶ୍ସୋସିଏସନ ତରଫରୁ ପରିଚାଳନା ହେବ,ଆଜି ଏହାର ଉତଯାପନ ଉଛବ ଥିଲା, ,ଏହି କାର୍ଯ୍ୟକ୍ରମ ରେ ସୁମିତ ପୁରୋହିତ ସହ ସମ୍ପାଦକ ଓଡିଶା ରାଜ୍ୟ ଫେନସି ଆସୋସିଏସନ, ରମେଶ ଚନ୍ଦ୍ର ମଲ୍ଲିକ ଉପ ସଭାପତି (OSFA) ଦେବେନ୍ଦ୍ର କୁମାର ସାହୁ ସମ୍ପାଦକ( OSFA) ଉପସ୍ଥିତ ଥିଲେ,, ବରିଷ୍ଠ ବିଜେପି ନେତା ନୟନ ମହାନ୍ତି ଉପସ୍ଥିତ ଥିଲେ,



