ମନ୍ଦିରର ନାଁ ରେ ମନରେଗା ଯୋଜନା ଟଙ୍କା ହରିଲୁଟ୍ ଇରିଗେଶନ କାର୍ଯ୍ୟ ମନରେଗା ଯୋଜନା ଫାଇଦା……….

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ – ଦଶିପୁର ପଞ୍ଚାୟତରେ ମନରେଗା ଯୋଜନା ମାଧ୍ୟମରେ ମନ୍ଦିର ନାମରେ ଟଙ୍କା ହଡ଼ପ କରୁଛନ୍ତି ସ୍ଥାନୀୟ ମେଟ୍ ପଂଚାୟତ ଅଧିକାରୀ। VB-G RAM G 2025 ରେ ସ୍ବଚ୍ଛତା ଅବଲମ୍ବନ ସହିତ ଗ୍ରାମିଣ ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ବିକଶିତ ଗ୍ରାମ ପଞ୍ଚାୟତ ବାଧା ସୃଷ୍ଟି ଆଶଙ୍କା ରହିଛି। ସମସ୍ତ ଗ୍ରାମ ସ୍ତରିୟ କାର୍ଯ୍ୟ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତି ଭୂମି ଦୁହରା ଦୁରକରିବା ଦୁର୍ନୀତି ରୋକିବାରେରେ ସାହାଯ୍ୟ ହେବ। କିନ୍ତୁ ଏଠି ଓଲଟା ଚିତ୍ର ଯେଉଁ ମାନେ ସମ୍ପୁକ୍ତ ଶିଘ୍ର କାର୍ଯ୍ୟାନୁଷ୍ଠାନ ନିଆଗଲେ ସ୍ବଛତା ହେବା ସହିତ ପକୃତ ଜବ୍ କାର୍ଡଧାରୀ ଶ୍ରମିକ ଉପକୃତ ହେବେ। ଏଠାରେ ଏକ ଜଙ୍ଗଲକୁ କାଟି ଜଳ ବିଭାଜିକା ପ୍ରକଳ୍ପର ଟଙ୍କା ଲଗାଯାଇଛି ବର୍ତ୍ତମାନ ସେହି ପାଖରେ ଏକ ପୋଖରୀ ଖୋଳାଚାଲିଛି ଯାହାକି ମାଇନର୍ ଇରିଗେସନ୍ କାର୍ଯ୍ୟ କିନ୍ତୁ ସେହି ମାଟି ବନ୍ଧ ହୋଡାରେ ପଡିବା କଥା ତାକୁ ନେଇ ସେହି ପାହାଡ଼ ଉପରେ ରାସ୍ତାରେ ପକା ଯାଉଅଛି । ସେହି ପୋଖରୀ ରେ ଯେଉଁ କାର୍ଯ୍ୟ ଚାଲୁରହିଛି ତାର ସୁଚନା ଫଳକ ନାହିଁ କେତେ ଟଙ୍କା ଆସିଛି ତାହା ଅସ୍ପଷ୍ଟ। ମନରେଗା ଯୋଜନାରେ ସେହି କାର୍ଯ୍ୟଟି ରେ କିଛି ଫଟୋ କପି ଉଠାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।ଗୁରୁଜାଙ୍ଗୁଲି ଗ୍ରାମର କାର୍ଯ୍ୟ ପଙ୍ଗାତିରା ରୋଡ଼ ଠାରୁ ଜଗନ୍ନାଥ ମନ୍ଦିର ରୋଡ଼ କାର୍ଯ୍ୟାଦେଶ ୨୪୦୭୦୦୫୦୦୭/RC/୧୦୬୪୧୪୪୨ କାର୍ଯ୍ୟରେ ଜଳ ଜଳ ହୋଇ ଦୁର୍ନୀତି ଦେଖାଯାଉଛି କାରଣ ଏ ଠାରେ ମହିଳା ଜବ୍ କାର୍ଡ ଥାଇ ଗୋଟିଏ ମଧ ମହିଳା ଏନ୍ ଏମ୍ ଏମ୍ ଏସ୍ ଫଟୋ ରେ ନାହାଁନ୍ତି।ଏଥିରୁ ଖୋଲା ଖୋଲି ମନରେଗା ଠିକାଦାର ଯନ୍ତ୍ରୀ (MI) ଅଧିକାରୀ ଡବଲ ଇଞ୍ଜିନ ଡବଲ ଲାଭ ଆଶା ପ୍ରକୃତ ମନରେଗା ଜବ କାର୍ଡ ହିତାଧିକାରୀଙ୍କୁ ଧୋକାଦେଇଛନ୍ତି।ଏଥିରୁ ସ୍ପଷ୍ଟ ଯେ ଏଠାରେ ଦୁର୍ନୀତି ହେଉଛି ଏଣୁ ଜିଲ୍ଲାପାଳଙ୍କୁ ଅନୁରୋଧ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଚେତ ଆଗାମୀ ଦିନରେ ଧାରଣା ଦେବେ ବୋଲି କହିଛନ୍ତି!!



