ଖୋଜିଲେ ମିଳୁନି ପୁରୁଣାଦିହ ରାସ୍ତା କାର୍ଯ୍ୟ ନ କରି 246519 ଟଙ୍କା ହଡପ ତଦନ୍ତ ଦାବୀ………..

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କୁଟୁରିଆ ପଂଚାୟତ ଗୋଳାଗାଡ଼ିଆ ପୁରୁଣାଦିହ ଠାରୁ ତାଳପଳା ରାସ୍ତାରେ କାର୍ଯ୍ୟ ନ କରି ଡିମାଣ୍ଡ ପଡୁଥିବା ଅଭିଯୋଗ ହୋଇଅଛି!ଦିନକୁ ଦିନ ମନରେଗା ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି!ବ୍ଲକ ପ୍ରଶାସନ ଦୁର୍ନୀତି ରୋକିବାରେ ବିଫଳ!ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମନରେଗା ଲୋକଙ୍କ ଦ୍ୱାରା କାର୍ଯ୍ୟ ହେବ!ଦୁର୍ନୀତି ରୋକାଯିବ କେଉଁଠି ମେସିନ ଲଗେଇ କାର୍ଯ୍ୟ ହେଉଛି ତ କେଉଁଠି ପୁରୁଣା କାମ ଦେଖାଇ ବିଲ ହେଉଛି!ସରକାରୀ କର୍ମଚାରୀ ଠିକାଦାରୀ ଏବଂ ଏ ଡ଼ି ଓ ମଧୁଚନ୍ଦ୍ରିକାରେ ଚାଲିଛି!ବିଜେପି ସରକାର ଆସିବା ଦିନ ଠାରୁ ଦୁର୍ନୀତି ବଢ଼ିବାରେ ଲାଗିଛି କୋଡ଼ ନମ୍ବର 2407005016/RC/10654365 ମୋଷ୍ଟର ରୋଲ 9770,9771,9772,10043,10044,10045,10205,10206,10207,10453,10454,10455,10590,10591,10592,10876,10877,11535,11536,12046,12047 ଏହାର ବିଲ ହୋଇଛି 246519 ଟଙ୍କାହଡପ ହୋଇଛି ଏବଂ ସୂଚନା ଫଳକ ନାହିଁ କାର୍ଯ୍ୟ ଆରମ୍ଭରୁ ହେବା କଥା କିନ୍ତୁ ତାହା ଓଲଟା ଦେଖିବାକୁ ମିଳୁଛି!ବାରମ୍ବାର ଖବର ପ୍ରସାରଣ କଲେ ବ୍ଲକ ପ୍ରଶାସନ ଚୁପ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଜିଲ୍ଲାପାଳ କୁ ଅନୁରୋଧ କରିଛନ୍ତି ଗ୍ରାମ ବାସୀ ଯାହା ସତ୍ୟାସତ୍ୟ ପଦାକୁ ଆସିବ କେବେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ବାକି ରହିଲା



