ମହାନଗର ନିଗମର ୱାର୍ଡ଼ ନଂ 9ରେ ବିଭିନ୍ନ ପ୍ରକଳ୍ପ ଶୁଭ ଉତ ଘାଟନ
କଟକ ମହାନଗର ନିଗମ ତରଫରୁ ଆଜି (୨୭.୦୧.୨୦୨୬)* ୱାର୍ଡ ନଂ-୯, ଟିଭି ରୋଡ, ତୁଳସୀପୁରଠାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି*ଉକ୍ତ କାର୍ଯ୍ୟକ୍ରମରେ ସିଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ ପୋୖରହିତ କରିବା ସହ କମିଶନର କିରନଦୀପ୍ କୌର ସହୋତା ମଧ୍ୟ ଯୋଗଦେଇ ଥିଲେମହାନଗର ନିଗମର ଡେପୁଟି ମେୟର ଦମୟନ୍ତୀ ମାଝୀଉକ୍ତ ୱାର୍ଡ଼ର କର୍ପୋରେଟର ବିକାଶ ବେହେରା, ତଥା ମହାନଗର ନିଗମର କର୍ମଚାରୀ ତଥା ୱାର୍ଡ଼ ରେ ଥିବା ସମସ୍ତ ବୁଦ୍ଧିଜୀବୀ, ଜନସାଧାରଣ ଉପସ୍ଥିତ ଥିଲେ, ଗୋଟିଏ ଗୋଦାମ ଘର ସହ ମିଶନ ଶକ୍ତି ଘର, ୱାର୍ଡ଼ ଅଫିସ ଉତଘାଟନ ହୋଇଥିଲା,
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


