କଟକ – ଭାରତ ସରକାରଙ୍କ 2026 -27 ବଜେଟକୁ ନେଇ ଏକ ସାମ୍ବାଦିକ ସମିଳନୀ କରିଥିଲେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓ, କଟକ ସର୍କିଟ ହାଉସ ଠାରେ, ବଜେଟ ଏକ ଉଚ୍ଚାହ ଜନକ ବଜେଟ ହୋଇଛି ବୋଲି କହିଥିଲେ, ଓଡିଶା ସରକାରଙ୍କ ତରଫରୁ ଅର୍ଥ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ।




