ନୁଆଦିଲ୍ଲୀ: ଶୁକ୍ରବାର ସଂସଦରେ ବଜେଟ୍ ୨୦୨୬-୨୭ ଉପରେ ସାଧାରଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବା ସହ ସ୍ଲୋଗାନ ଦେଇଥିଲେ । ଏହାପରେ ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।
ଆଜି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ସଂସଦ ବାହାରେ ପ୍ରତିବାଦ କରୁଥିବା ଦେଖାଯାଇଥିଲା, ଆମେରିକା-ଭାରତ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ଏକ ଫାଶ ଚୁକ୍ତିି ବୋଲି ପୋଷ୍ଟର ଧରିଥିଲେ ବିରୋଧୀ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-08-07_08-23-42-513.jpg)

