କଟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବଜେଟ ରେ ସାମିଲ ନ କରିବା ତଥା ଚଳିତ ସରକାର ଏହାକୁ କାର୍ଯ୍ୟକାରୀ କରନ୍ତୁ ବୋଲି ଆଜି କଟକ ବିଯୁଜନତା ଦଳ ପକ୍ଷରୁ ବାରବାଟୀ ଷ୍ଟାଡିୟମ ଛକ ଠାରେ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା, ଏହି ପ୍ରତିବାଦ ସଭାର ନେତୃତ୍ୱ ନେଇଥିଲେ କଟକ ମେୟର ସୁବାଷ ସିଂ ତଥା ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ ତଥା ବିଜେଡି କର୍ପୋରେଟର ତଥା ବିଜେଡିର ଦଳର ସଦସ୍ୟ ମାନେ ଉପସ୍ଥିତ ଥିଲେ, ପ୍ରତିବାଦ ସଭାରେ ଦାବୀ ଥିଲା ବିଜେପି ସରକାର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକୁ ଅଧାରୁ ବନ୍ଦ କରି ଦେଇଥିଲେ, ଏବେ ସେ ବିଷୟରେ କିଛି ଆଲୋଚନା ମଧ୍ୟ ନାହିଁ, ଯଦି ଆଗକୁ କିଛି ନ କରନ୍ତି ଆମର ଆନ୍ଦୋଳନ କୁ ଜୋରଦାର କରାଯିବ,

April 29, 2026/
No Comments


