A DAY FOR REDIO

କଟକ ଶତାବ୍ଦୀ ଭବନରେ ଏକ ନିଆରା କାର୍ଯ୍ୟକ୍ରମ ରେଡ଼ିଓର
କିଭଳି ପୁର୍ଣ ଲୋକଙ୍କ ପାଖରେ ପହଂଚିବ ତାର ଏକ ପ୍ରୟାସ
ଆକାଶବାଣୀ ଶ୍ରୋତା ପରିବେଷଣ ସଂଗଠନ ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ, ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଏସିପି କୃଷ୍ଣ ଚନ୍ଦ୍ର ସେଠି, ଦରଘା ବଜ଼ାର ଥାନା ଅଧିକାରୀ ରାକେଶ ବେହେରା,ଏହି କାର୍ଯ୍ୟକ୍ରମ କୁ ପରିକଳ୍ପିତ କରିଥିଲେ ଆରକ୍ଷୀ ନିରୀକ୍ଷକ ରାକେଶ ବେହେରା, ମଞ୍ଚରେ ଆସିଥିବା ଅନ୍ୟ ଅତିଥି ମାନଂକୁ ସମ୍ବର୍ଦ୍ଧନା କରାଯାଇଥିଲା,
ପୁରୁଣl ସମୟରେ ରେଡ଼ିଓରୁ ଖେଳ ହୋଉ ବନ୍ୟା, ବତ୍ୟା ସମ୍ପର୍କରେ ସବୁ କଥା ଶୁଣିପାରୁଥିଲେ, ତା ସହିତ ସଂଗୀତ ମଧ୍ୟ ଶୁଣୁଥିଲେ, କିନ୍ତୁ ଡିଜିଟାଲ ଯୁଗରେ ଧୀରେ ଧୀରେ ଏହାର ଚା ହିଦା କମିଗଲା, ଲୋକମାନେ ଧୀରେ ଧୀରେ ଭୁଲିଗଲେ, କିନ୍ତୁ ଏଫ ଏମ ରେଡ଼ିଓ ଆରମ୍ଭ ହେବାରୁ ଧୀରେ ଧୀରେ ଚାହିଦା ବଢିବାକୁ ଲାଗିଛି,ଅନେକ ଆକାଶବାଣୀ କଳାକାର ମାନଂକୁ ସମ୍ବର୍ଦ୍ଧିତ କରାଯାଇଥିଲା, ଆରକ୍ଷୀ ନିରୀକ୍ଷକ ରାକେଶ ବେହେରାଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା ସେ କିଭଳି ସଂଗୀତକୁ ଆପଣେଇଛନ୍ତି ତଥା ପୋଲିସ ଚାକିରୀ କରି କିଛି ସମୟ ବାହାର କରି ସଂଗୀତ ପାଇଁ ଦେଇ ଶ୍ରୋତାଙ୍କୁ ବାନ୍ଧି ରଖି ପାରିଛନ୍ତି ବହୁତ ବଡ କଥା, ତାଙ୍କ ଗୀତ ସଂଗୀତ ଜଗତରେ ଏକ ନିଆରା, ସଚେତନତା ଗୀତ ହୋଉ, ଭଜନ ହୋଉ କିମ୍ବା ଆଧୁନିକ ଗୀତ ସବୁ ମନମୁଗ୍ଧକର,ସେଇ ଭଳି
ଆଉ ଏକ ପୋଲିସ ଅଫିସର କୃଷ୍ଣ ଚନ୍ଦ୍ର ସେଠି ଯିଏ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଉଛନ୍ତି, ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା
ସେହିଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଖାକୀ ଭିତରେ ଖୋକା ଭାଇ, ଯାହା ଅତିଥି ମାନେ କହୁଥିଲେ ରେଡ଼ିଓ କୁ ପୁଣି ଆପଣେଇ ନିୟନ୍ତୁ ଜନସାଧାରଣ, ପୁରୁଣା ଦିନକୁ ମନେ ପକାନ୍ତୁ, ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ, କଳାକାର ରେଡ଼ିଓ କୁ ଭଲ ପାଉଥିବା ଜନସାଧାରଣ ଯୋଗ ଦେଇଥିଲେ,ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନଳିନୀକାନ୍ତ ବିଶ୍ୱାଳ ସମ୍ପାଦକ ଆକାଶବାଣୀ ଶ୍ରୋତା ସଂଗଠନର, ।




