ଅନୁଗୋଳ ଜିଲ୍ଲା ତାଳଚେର ହାଣ୍ଡିଧୂଆ ନିକଟରେ ଥିବା ଲିଙ୍ଗରାଜ କ୍ଷେତ୍ରର ଶିବ ମନ୍ଦିର (ଭୂତ କୋଠୀ ) ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନଷ୍ଠିତ ହୋଇ ଥିଲା ।
ଏଠାରେ ଅଲ୍ ଇଣ୍ଡିଆ ଏସସି/ଏସଟି/ଓବିଶି ଏମ୍ପ୍ଲୋଇ ସ୍କୋ-ଓର୍ଡିନେସନ୍ କାଉନସିଲ ଏମ, ସି, ଏଲ ତରଫରୁ ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକ ଏମ ସି ଏଲ ସାଧାରଣ ସମ୍ପାଦକ। ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ଏମସିଏଲଙ୍କ ତତ୍ତ୍ୟବଧ ତାଳଚେର କଲଫିଲ୍ଡି ଲିଙ୍ଗରାଜ କ୍ଷେତ୍ରର ସମସ୍ତଙ୍କୁ ନେଇ ଲିଙ୍ଗରାଜ କ୍ଷେତ୍ରର କମିଟି ଗଠନ କରାଯାଇଛି। ଲିଙ୍ଗରାଜ କ୍ଷେତ୍ରର ନବ ନିର୍ବାଚିତ ପଦାଧିକାରୀ ଭାବେ ।ସଭାପତି ଶ୍ରୀଯୁକ୍ତ ବିପ୍ର ନାୟକ ଉପସଭାପତି ଶ୍ରଯୁକ୍ତ ବିଟୁ ଗୋଚ୍ଛାୟତ , ଅକ୍ଷୟ ନାଏକ,ଲିଙ୍ଗରାଜ ଗଡନାୟକ,କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ତପନ କୁମାର ନାଏକ ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନାୟକ
ସହସମ୍ପଦକ ସୁନିତି ଗୋଚ୍ଛାୟତ,ରମେଶ ଚନ୍ଦ୍ର ନାୟକ ସଂଗଠକ ସମ୍ପାଦକ ଶ୍ରୀମତୀ ସୁରଭି ସ୍ୱାଇଁ ,ସିଦ୍ଧେଶ୍ୱର ନାଏକ,ପ୍ରଦୀପ ନାୟକ
କୋଷାଧ୍ୟକ୍ଷ ସଞ୍ଜୟ କୁମାର ନାଏକ ,ଇଞ୍ଚର୍ଜ ଧର୍ମେନ୍ଦ୍ର ନାଏକ।
ଲିଙ୍ଗରାଜ ପ୍ରକଳ୍ପର ସଭାପତି ଅଶ୍ଵିନୀ ମହାପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ନିରୋଦ ଚନ୍ଦ୍ର ସାହୁ
କୋଷାଧ୍ୟକ୍ଷ ହେମନ୍ତ କୁମାର ନାଏକ ସମେତ ଅମିତି ବେହେରା,ପ୍ରଶାନ୍ତ ନାଏକ,ଜିତେନ୍ଦ୍ର ନାଏକ ,ବିକ୍ରମ ବେହେରା
ଉକ୍ତ ସଭାରେ ଭରତ ପୁର, ତାଳଚେର, ଜଗନ୍ନାଥ,ହିଙ୍ଗୁଳା ଓ। ଭୁବନେଶ୍ଵରୀ କ୍ଷେତ୍ରର ସମସ୍ତ ସଦସ୍ୟ ଉପସ୍ଥିତ ହେଇଥିଲେ ଶେଷରେ ଗଡ ଶିଲାରତ୍ନ ବୋଢି ୱର୍କିଂ ପ୍ରେସିଡେଣ୍ଟ ଏମ, ସି, ଏଲର ନବ ନିର୍ବାଚିତ ପଦାଧିକାରୀଙ୍କୁ ସାଧୁବାଦ ଜଣାଇ ସଭାସଙ୍ଗ କରିଥିଲେ।
ଢେଙ୍କାନାଳ ଜିଲ୍ଲାଓଡାପଡା ବ୍ଲକ ରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

August 28, 2026/
No Comments


