ଚାଷୀ ସୁରକ୍ଷା ସମାବେଶରେ ଗର୍ଜିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧୀଙ୍କୁ ରଣହୁଙ୍କାର ଦେଇ ରୋକ୍ଠୋକ୍ ଶୁଣାଇଛନ୍ତି ନବୀନ । କହିଛନ୍ତି ବିଜେପି ସରକାର ବଡ଼ ବଡ଼ କଥା କହୁଛି, କେବଳ କଥା କହୁଛନ୍ତି, କିଛି କାମ କରୁନାହାନ୍ତି । ‘ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହୁଥିଲେ’ । ସରକାରଙ୍କ ଦୁଇ ବର୍ଷ ପୂରଣ ହେବ ।

March 11, 2026/
No Comments


