ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

ନୁଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ଭାବ ବିନିମୟ କରିଥିଲେ।

ଏହି ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଶ୍ରମ କରନ୍ତି, ସେମାନେ ହିଁ ଲାଭ ପାଇବା ଉଚିତ। ସେ କହିଥିଲେ ଯେ ଏହାର ଉଦ୍ଦେଶ୍ୟ ହେଉଛି ଟ୍ୟାକ୍ସି ମାଲିକଙ୍କୁ ସମୃଦ୍ଧ କରିବା, ଏବଂ ‘ସାରଥି’ ହେଉଛନ୍ତି ପ୍ରକୃତ ମାଲିକ।

ଶ୍ରୀ ଶାହ କହିଥିଲେ ଯେ ‘ସାରଥି ‘ ମାନେ ହେଉଛନ୍ତି ଭାରତ ଟ୍ୟାକ୍ସିର ମାଲିକ ଏବଂ ଏହାର ଲାଭରେ ସେମାନଙ୍କର ମଧ୍ୟ ଅଂଶ ରହିବ। ସମବାୟ ମନ୍ତ୍ରୀ କହିଥିଲେ ଯେ ଆଗାମୀ ତିନି ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ନଗର ନିଗମରେ ‘ଭାରତ ଟ୍ୟାକ୍ସି ‘ ଉପଲବ୍ଧ ହେବ।

ଶ୍ରୀ ଶାହ କହିଥିଲେ ଯେ ଦେଶର ପାଞ୍ଚଟି ପ୍ରମୁଖ ସମବାୟ ସମିତିକୁ ଏକାଠି କରି ଭାରତ ଟ୍ୟାକ୍ସି ପ୍ରତିଷ୍ଠା କରାଯାଇଛି। ସେ କହିଥିଲେ ଯେ ‘ସାରଥି’ ଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ, ଅଂଶୀଦାର ହେବାକୁ ଚାହୁଁଥିବା ଯେକୌଣସି ‘ସାରଥି’ ୫୦୦ ଟଙ୍କା ମୂଲ୍ୟର ସେୟାର କ୍ରୟ କରି ମାଲିକାନା ଅଧିକାର ହାସଲ କରିବେ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଭାରତ ଟ୍ୟାକ୍ସିର ନିର୍ଦ୍ଦେଶକ ମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ, ସେତେବେଳେ କେତେକ ଆସନ ସାରଥିମାନଙ୍କ ପାଇଁ ସଂରକ୍ଷିତ ରହିବ। ଥରେ ସାରଥିମାନେ ନିର୍ଦ୍ଦେଶକ ମଣ୍ଡଳୀର ଅଂଶ ହୋଇଗଲେ, ସେମାନେ ନିଜେ ଅନ୍ୟ ଚାଳକମାନଙ୍କ ସ୍ୱାର୍ଥ ଏବଂ ଚିନ୍ତାଧାରାକୁ ସୁରକ୍ଷା ଏବଂ ପ୍ରତିନିଧିତ୍ୱ କରିବେ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ, ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ଘରୋଇ କମ୍ପାନୀ ଭଳି ବଡ଼ ଲାଭ ଅର୍ଜନ କରିବା ନୁହେଁ। ସେ କହିଥିଲେ ଯେ ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ହେଉଛି ଆମର ଚାଳକ ଭାଇମାନଙ୍କୁ ସଶକ୍ତ କରିବା। ସେ କହିଥିଲେ ଯେ ଭାରତ ଟ୍ୟାକ୍ସିର ଅଂଶଧନ ସାରଥୀମାନଙ୍କ ପାଖରେ ରହିଛି, ଏବଂ ସେମାନେ ନିଜେ ଏହାର ମାଲିକ; ତେଣୁ ଭାରତ ଟ୍ୟାକ୍ସିର ନୀତି ମଧ୍ୟ ସାରଥୀମାନଙ୍କ ଦ୍ୱାରା ସ୍ଥିର କରାଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଟ୍ୟାକ୍ସି ହେଉଛି ଚାଳକମାନଙ୍କ ନିଜସ୍ୱ କମ୍ପାନୀ ଏବଂ ସହଯୋଗ ଏହାର ମାର୍ଗଦର୍ଶକ ନୀତି ହେବା ଉଚିତ। ଭାରତ ଟ୍ୟାକ୍ସି ସାରଥିମାନଙ୍କ ସାମର୍ଥ୍ୟକୁ ଉପଯୋଗ କରିବ, ସେମାନଙ୍କୁ ଶୋଷଣ କରିବ ନାହିଁ।

ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିର ମୋଟ ଆୟର ୨୦ ପ୍ରତିଶତ ସାରଥିମାନଙ୍କ ପୁଞ୍ଜି ଭାବେ ଭାରତ ଟ୍ୟାକ୍ସି ଆକାଉଣ୍ଟରେ ଜମା କରାଯିବ ଏବଂ ଟ୍ୟାକ୍ସି କେତେ କିଲୋମିଟର ଯାତ୍ରା କରିଛି, ତାହାକୁ ଆଧାର କରି ୮୦ ପ୍ରତିଶତ ଅର୍ଥ ସାରଥିମାନଙ୍କ ଆକାଉଣ୍ଟକୁ ଫେରସ୍ତ କରାଯିବ। ଶ୍ରୀ ଶାହ କହିଥିଲେ ଯେ ପ୍ରାରମ୍ଭିକ ୩ ବର୍ଷ ଭାରତ ଟ୍ୟାକ୍ସିର ସମ୍ପ୍ରସାରଣ ଦିଗରେ ଯିବ ଏବଂ ଏହା ପରେ ଯେଉଁ ଲାଭ ହେବ, ତାହାର ୨୦ ପ୍ରତିଶତ ଭାରତ ଟ୍ୟାକ୍ସି ପାଖରେ ରହିବ ଏବଂ ୮୦ ପ୍ରତିଶତ ସାରଥି ଭାଇମାନଙ୍କୁ ଫେରାଇ ଦିଆଯିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଭାରତ ଟ୍ୟାକ୍ସିର ଶୁଭାରମ୍ଭ ଏକ ପ୍ରମୁଖ ସମବାୟ ଆନ୍ଦୋଳନ। ସେ କହିଛନ୍ତି ଯେ ଏହା ଅଧୀନରେ ଭାରତ ଟ୍ୟାକ୍ସି ସାରଥିଙ୍କ ଟ୍ୟାକ୍ସିଗୁଡ଼ିକୁ ବନ୍ଧକ ରଖିବ ଏବଂ ସମବାୟ ବ୍ୟାଙ୍କ ମାଧ୍ୟମରେ ସେମାନଙ୍କୁ ଋଣ ପ୍ରଦାନ କରିବ।

ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିରେ କିଛି ଲୁଚାଛପା ରହିବ ନାହିଁ। ବିଜ୍ଞପ୍ତି ମାଧ୍ୟମରେ ସାରଥୀମାନଙ୍କୁ ପ୍ରତ୍ୟେକ ସୂଚନା ପ୍ରଦାନ କରିବା ଦ୍ୱାରା ‘ଭାରତ ଟ୍ୟାକ୍ସି ‘ ବିଶ୍ୱର ସବୁଠାରୁ ସ୍ୱଚ୍ଛ ଟ୍ୟାକ୍ସି ସେବା ହେବ। ସେ ଉଲ୍ଲେଖ କରିଥିଲେ ଯେ ଭାରତ ଟ୍ୟାକ୍ସି ସାରଥିମାନଙ୍କ ସର୍ବନିମ୍ନ କାର୍ଯ୍ୟକ୍ଷମତା ଆଧାରରେ ଏକ ବେସଲାଇନ କିଲୋମିଟର ହାର ପ୍ରତିଷ୍ଠା କରି କାର୍ଯ୍ୟ କରିବ। ଭାରତ ଟ୍ୟାକ୍ସିରେ ଅଟୋ ମୂଲ୍ୟ, ପେଟ୍ରୋଲ ବ୍ୟବହାର ଏବଂ ସର୍ବନିମ୍ନ ଲାଭକୁ ମିଶାଇ ଏକ ଆଧାର ହାର ସୃଷ୍ଟି କରାଯିବ ଏବଂ ଏହି ସେବା ଧାର୍ଯ୍ୟ ହାରଠାରୁ ତଳେ କାର୍ଯ୍ୟ କରିବ ନାହିଁ। ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ଲାଭ ଅର୍ଜନ କରିବା ନୁହେଁ, କାରଣ ସାରଥିମାନେ ନିଜେ ଏହି ସମବାୟ ସମିତିର ମାଲିକ ଅଟନ୍ତି।

ଅମିତ ଶାହ କହିଛନ୍ତି ଯେ ଭାରତ ଟ୍ୟାକ୍ସିରେ ‘ସାରଥି ଦିଦି ‘ (ମହିଳା ଚାଳକ) ର ପରିକଳ୍ପନା କରାଯାଇଛି। ଭାରତ ଟ୍ୟାକ୍ସିର ‘ସାରଥି ଦିଦି ‘ ସୁବିଧା ମହିଳା ସାରଥି ମାନଙ୍କୁ ଆତ୍ମନିର୍ଭରଶୀଳ କରିବ ଏବଂ ମହିଳା ଯାତ୍ରୀ ତଥା ସାରଥି ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବ। ସେ କହିଥିଲେ ଯେ ଆଗାମୀ ଦିନରେ ଭାରତ ଟ୍ୟାକ୍ସି ଆପରେ ‘ସାରଥି ଦିଦି ‘ ନାମରେ ଏକ ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ଯେତେବେଳେ ବି ଜଣେ ଏକାକୀ ମହିଳା ଯାତ୍ରୀ ରହିବେ, ତାଙ୍କୁ ସ୍ୱାଭାବିକ ଭାବେ ‘ସାରଥି ଦିଦି’ ରେ ଅପେକ୍ଷାକୃତ ଅଧିକ ପ୍ରାଥମିକତା ପାଇବେ ।

ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସି ୱେବସାଇଟରେ ସାରଥୀମାନଙ୍କ ଅଭିଯୋଗ ପାଇଁ ଏକ ୱିଣ୍ଡୋ ଖୋଲାଯିବ, ଯେଉଁଠି ସେମାନେ ନିଜ ମୋବାଇଲ୍ ନମ୍ବର ବ୍ୟବହାର କରି ଲଗ୍ ଇନ୍ କରିପାରିବେ ଏବଂ ନିଜର ସମସ୍ତ ସମସ୍ୟା ଦାଖଲ କରିପାରିବେ। ଏହି ଆଧାରରେ, ଆମେ ସେହି ଅନୁଯାୟୀ ନୀତିଗୁଡ଼ିକୁ ସଂଶୋଧନ କରିବାରେ ସକ୍ଷମ ହେବୁ। ଭାରତ ଟ୍ୟାକ୍ସି ଯେପରି ସାରଥିମାନଙ୍କ ସମସ୍ୟାର ସମାଧାନ କରିବ, ସେହିପରି ଅନ୍ୟ ଟ୍ୟାକ୍ସି କମ୍ପାନୀଗୁଡ଼ିକୁ ମଧ୍ୟ କରିବାକୁ ପଡ଼ିବ। ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ଗ୍ରାହକଙ୍କୁ ଖୁସି ରଖିବା ସହିତ ସାରଥୀଙ୍କ କଲ୍ୟାଣ ମଧ୍ୟ ସୁନିଶ୍ଚିତ କରିବା ଉଚିତ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ସାରଥୀମାନେ କଦାପି ନିଜକୁ ଡ୍ରାଇଭର ବୋଲି କହିବା ଉଚିତ ନୁହେଁ; ବରଂ ସେମାନେ ଗର୍ବର ସହ ନିଜକୁ ସାରଥୀ ବୋଲି କହିବା ଉଚିତ। ସେ କହିଥିଲେ ଯେ ସାରଥିମାନଙ୍କ ମନରେ ଏହି ମର୍ଯ୍ୟାଦା ଏବଂ ଗର୍ବର ଭାବନା ସୃଷ୍ଟି କରିବା ଭାରତ ଟ୍ୟାକ୍ସିର ଦାୟିତ୍ୱ। ଭାରତ ଟ୍ୟାକ୍ସି ସଂସ୍କାର ପାଇଁ ସମସ୍ତ ସମ୍ଭାବନାର ଅନ୍ୱେଷଣ କରିବ ଏବଂ ଏହା ଆଗକୁ ବଢ଼ିବା ସହିତ ପ୍ରତ୍ୟେକ ସମସ୍ୟାର ସମାଧାନ ମଧ୍ୟ ବାହାରିବ। ଶ୍ରୀ ଶାହ ଆହୁରି କହିଥିଲେ ଯେ, ‘ସାରଥି’ ଙ୍କ ପ୍ରତି ସମାଜର ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବା ମଧ୍ୟ’ ସାରଥି’ ମାନଙ୍କ ଦାୟିତ୍ୱ।

ଶ୍ରୀ ଶାହ କହିଥିଲେ ଯେ, ଏକ ଉପଯୁକ୍ତ ବ୍ୟବସ୍ଥାର ବିକାଶ ଦ୍ୱାରା ହିଁ ଟ୍ୟାକ୍ସି କ୍ଷେତ୍ରର ସମସ୍ୟାର ସମାଧାନ ହୋଇପାରିବ। ସେ କହିଥିଲେ ଯେ ବର୍ତ୍ତମାନ ବିଦ୍ୟମାନ କମ୍ପାନୀଗୁଡ଼ିକର ଉଦ୍ଦେଶ୍ୟ ସାରଥିମାନଙ୍କ କଲ୍ୟାଣ ନୁହେଁ। ଶ୍ରୀ ଶାହ କହିଥିଲେ ଯେ ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ହେଉଛି ଉଭୟ ସାରଥିଙ୍କ କଲ୍ୟାଣ ଏବଂ ଗ୍ରାହକଙ୍କ ପ୍ରତି ଉତ୍ତମ ବ୍ୟବହାର। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଟ୍ୟାକ୍ସିର ସାରଥିମାନଙ୍କ ସହ ନିରନ୍ତର ଆଲୋଚନା ଏବଂ ସେମାନଙ୍କ ଅସୁବିଧା ଶୁଣିବା କାର୍ଯ୍ୟକ୍ରମ ଜାରି ରହିବ ଏବଂ ଅନଲାଇନ୍ ମାଧ୍ୟମ, ଶାରୀରିକ ବୈଠକ ଏବଂ କଲ୍ ସେଣ୍ଟର ମାଧ୍ୟମରେ ସାରଥିମାନଙ୍କ ସହ ଯୋଗାଯୋଗ ଜାରି ରହିବ।

ଏହି ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଶ୍ରମ କରନ୍ତି, ସେମାନେ ହିଁ ଲାଭ ପାଇବା ଉଚିତ। ସେ କହିଥିଲେ ଯେ ଏହାର ଉଦ୍ଦେଶ୍ୟ ହେଉଛି ଟ୍ୟାକ୍ସି ମାଲିକଙ୍କୁ ସମୃଦ୍ଧ କରିବା, ଏବଂ ‘ସାରଥି’ ହେଉଛନ୍ତି ପ୍ରକୃତ ମାଲିକ। ଶ୍ରୀ ଶାହ କହିଥିଲେ ଯେ ‘ସାରଥି ‘ ମାନେ ହେଉଛନ୍ତି ଭାରତ ଟ୍ୟାକ୍ସିର ମାଲିକ ଏବଂ ଏହାର ଲାଭରେ ସେମାନଙ୍କର ମଧ୍ୟ ଅଂଶ ରହିବ। ସମବାୟ ମନ୍ତ୍ରୀ କହିଥିଲେ ଯେ ଆଗାମୀ ତିନି ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ନଗର ନିଗମରେ ‘ଭାରତ ଟ୍ୟାକ୍ସି ‘ ଉପଲବ୍ଧ ହେବ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech