ନୁଆଦିଲ୍ଲୀ: କଟକ-ଭୁବନେଶ୍ୱର ଦ୍ୱୈତନଗରୀର ଯୋଗାଯୋଗ ଲାଗି ନୂଆ ରେଲଓ୍ୱେ ଲାଇନ ଅନୁମୋଦନ ହେବାକୁ ଯାଉଛି। ପ୍ରତି ଅଧଘଣ୍ଟାରେ ଥରେ ଗୋଟିଏ ନମୋ ଭାରତ ଟ୍ରେନ ଚାଲିବ ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଯଦି କଟକ-ଭୁବନେଶ୍ୱର ମଧ୍ୟରେ ଏଲିଭେଟେଡ ମେଟ୍ରୋ ଚାଲିବ ତାହେଲେ ୧ କିଲୋମିଟର ପ୍ରତି ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

June 27, 2026/
No Comments


