ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗୁଦ୍ ଗୁଦା ଉତ୍ସବରେ ପ୍ରକୃତି ବନ୍ଧୁ ମନୋଜ କୁମାର ପଟେଲ ଙ୍କ ହୋଲିଷ୍ଟିକ ସାଧନ କେନ୍ଦ୍ର ଦେଖିବାକୁ ମିଳିଥିଲା।ସୂଚନା ରୁ ପ୍ରକାଶ ଯେ ବିନା ଔଷଧ ରେ ପାଣି ଓ ଯଜ୍ଞ ର ଧୁଆଁ ଦ୍ୱାରା ଯେ କୌଣସି ଅସାଧ୍ୟ ରୋଗ ବ୍ୟାଧି ର ସମ୍ପୁର୍ଣ୍ଣ ସମାଧାନ ହେଇ ପାରୁଛି,ଯଥା – କିଡନୀ ,ଉଚ୍ଚ ରକ୍ତ ଚାପ,ଲିଭର,ହୃଦ ରୋଗ(ପାରାଲିସ),ନିମ୍ନ ରକ୍ତ ଚାପ,ରକ୍ତ ହୀନତା,ଧାତୁ ସ୍ରାବ, ଦୁର୍ବଳତା ,କ୍ୟାନ୍ସର ପ୍ରଭୃତି ଅସାଧ୍ୟ ରୋଗ ବ୍ୟାଧି ର ଶୀଘ୍ର ସମାଧାନ ହୋଇ ପାରୁଛି।ସୂଚନାରୁ ପ୍ରକାଶ ହସ ଠୁ ବଡ଼ ମେଡିସିନ ନାହିଁ।ଶରୀରର ୭୨% ପାଣି ଜଡ଼ିବୁଟି ମିଶ୍ରିତ ଅମ୍ଳ ଯୁକ୍ତ ପାଣି ଦୁୱାରା ଯେ କୌଣସି ଅସାଧ୍ୟ ରୋଗ ଘଣ୍ଟା ମଧ୍ୟ ରେ ପରିଣାମ ଦଉଚି।ସୂଚନା ରୁ ରୋଗୀ ଙ୍କୁ ପଚାରି ବୁଝିଲୁ ଯେ ରିନା ପେଣ୍ଠେଇ,ସୁନିଲ ଯୋଜୋ (ଗ୍ରାମ – ସବଡେଗା)ରମେଶ ବିଧୁଡ଼ି(ବମ୍ବେ) ସମସ୍ତେ ପ୍ରକାଶ କରନ୍ତି ଯେ ଆମେ ଉପକୃତ ହେଉଛୁ ବୋଲି ପ୍ରକାଶ କରନ୍ତି।




