Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ସରକାରଙ୍କ ମହିଳା ନେତୃତ୍ୱବାଦୀ ସଶକ୍ତୀକରଣ ନୀତି ସୁବ୍ରମଣ୍ୟ ଭାରତୀଙ୍କ ଆଦର୍ଶ ପ୍ରତି ଏକ ଶ୍ରଦ୍ଧାଞ୍ଜଳି: ପ୍ରଧାନମନ୍ତ୍ରୀ - Jagrat Bharat News

ସରକାରଙ୍କ ମହିଳା ନେତୃତ୍ୱବାଦୀ ସଶକ୍ତୀକରଣ ନୀତି ସୁବ୍ରମଣ୍ୟ ଭାରତୀଙ୍କ ଆଦର୍ଶ ପ୍ରତି ଏକ ଶ୍ରଦ୍ଧାଞ୍ଜଳି: ପ୍ରଧାନମନ୍ତ୍ରୀ

ଆନ୍ତର୍ଜାତିକ ଭାରତୀ ଉତ୍ସବ 2020ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

 

ସରକାରଙ୍କ ମହିଳା ନେତୃତ୍ୱବାଦୀ ସଶକ୍ତୀକରଣ ନୀତି ସୁବ୍ରମଣ୍ୟ ଭାରତୀଙ୍କ ଆଦର୍ଶ ପ୍ରତି ଏକ ଶ୍ରଦ୍ଧାଞ୍ଜଳି: ପ୍ରଧାନମନ୍ତ୍ରୀ

 

ଭାରତୀୟାର ଆମ ସମସ୍ତଙ୍କୁ ଏକତ୍ର ରହି ପ୍ରତ୍ୟେକ ବ୍ୟକ୍ତି, ବିଶେଷକରି ଗରିବ ଓ ବଞ୍ଚିତଙ୍କ ସବଳୀକରଣ ପାଇଁ ଅଙ୍ଗୀକୃତ ହେବାକୁ ଶିକ୍ଷା ଦେଇଥିଲେ: ଶ୍ରୀ ମୋଦୀ

 

 

ଜେ ବି ଏନ, ୧୨/୧୨/୨୦୨୦, ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆନ୍ତର୍ଜାତିକ ଭାରତୀ ଉତ୍ସବ 2020ରେ ଉଦ୍‌ବୋଧନ ଦେବା ସହିତ ପ୍ରଖ୍ୟାତ୍‌ ତାମିଲ କବି ତଥା ସ୍ୱାଧୀନତା ସଂଗ୍ରାମୀ ସୁବ୍ରମଣ୍ୟ ଭାରତୀ (ଭାରତୀୟାର)ଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଉତ୍ସବ ବନବିଲ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ମହାକବି ସୁବ୍ରମଣ୍ୟ ଭାରତୀଙ୍କ 138ତମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଛି । ଏହି ଅବସରରେ ଚଳିତବର୍ଷର ସମ୍ମାନଜନକ ଭାରତୀ ପୁରସ୍କାର ପାଇଥିବା ବିଶିଷ୍ଟ ବିଦ୍ୱାନ ଶ୍ରୀ ସିନି ବିଶ୍ୱନାଥନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ବିଶ୍ୱନାଥନ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସୁବ୍ରମଣ୍ୟ ଭାରତୀଙ୍କ ବିଷୟରେ କହିବା ଅତ୍ୟନ୍ତ କଷ୍ଟକର । ଭାରତୀୟାରଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ବୃତ୍ତି ବା ପରିସର ସହ ଯୋଡି ହେବ ନାହିଁ । ସେ ଏକାଧାରରେ କବି, ଲେଖକ, ସଂପାଦକ, ସାମ୍ବାଦିକ, ସମାଜ ସଂସ୍କାରକ, ସ୍ୱାଧୀନତା ସଂଗ୍ରାମୀ, ମାନବବାଦୀ ଓ ଆହୁରି ଅନେକ କିଛି ଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାନ୍‌ କବି ଭାରତୀୟାରଙ୍କ ରଚନାବଳୀ ପାଠକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରେ । ତାଙ୍କ ଦର୍ଶନ ଓ ଜୀବନୀ ସଂପର୍କରେ ଅନେକ କିଛି ତଥ୍ୟ ଏଥିରୁ ଜାଣିହୁଏ । ସେ ମହାକବିଙ୍କ ବାରଣାସୀ ସହ ଥିବା ସଂପର୍କ ବିଷୟରେ ମନେ ପକାଇବା ସହିତ କହିଛନ୍ତି ଯେ ମାତ୍ର 39 ବର୍ଷର କ୍ଷୁଦ୍ର ଜୀବନ କାଳରେ ଏହି ମହାନ୍‌ ବ୍ୟକ୍ତିତ୍ୱ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି । ତାଙ୍କର ରଚନାବଳୀ ଗୌରବମୟ ଭବିଷ୍ୟତ ଆଡକୁ ବାଟ କଢାଇବାରେ ଏକ ଆଲୋକବର୍ତ୍ତିକା ଭଳି କାର୍ଯ୍ୟ କରେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ଯୁବ ସମାଜ ସୁବ୍ରମଣ୍ୟ ଭାରତୀଙ୍କ ଜୀବନୀରୁ ଯଥେଷ୍ଟ କିଛି ଶିଖିବାର ସୁଯୋଗ ରହିଛି । ସେଥିମଧ୍ୟରୁ ସବୁଠୁ ବଡ କଥାଟି ହେଲା ସାହସୀ ହେବା । କାରଣ ସୁବ୍ରମଣ୍ୟ ଭାରତୀଙ୍କୁ ଭୟ ସ୍ପର୍ଶ କରି ନ ଥିଲା । ଭାରତୀଙ୍କ ଏ ସଂକ୍ରାନ୍ତ ଏକ ପଂକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଲେଖିଛନ୍ତି ‘ମୋର ଭୟ ନାହିଁ, ଭୟ ନାହିଁ । ସମଗ୍ର ବିଶ୍ୱ ମୋତେ ବିରୋଧ କଲେ ମଧ୍ୟ ମୁଁ ତାହାକୁ ଭ୍ରୂକ୍ଷେପ କରେ ନାହିଁ ।’ ସେ ଆହୁରି କହିଛନ୍ତି ଯେ ଏବେ ନବସୃଜନ ଓ ଉତ୍କର୍ଷର ପୂର୍ବଭାଗରେ ସେ ଯେତେବେଳେ ଆଜିର ଯୁବ ଭାରତକୁ ଦେଖନ୍ତି ସେତେବେଳେ ଯୁବକମାନଙ୍କର ଅଦମ୍ୟ ଉତ୍ସାହ ସ୍ପଷ୍ଟ ବାରି ହୋଇପଡେ । ଭାରତର ଷ୍ଟାର୍ଟଅପ୍‌ କ୍ଷେତ୍ର ଏବେ ନିର୍ଭୀକ ଯୁବକଙ୍କ ଦ୍ୱାରା ପୂର୍ଣ୍ଣ ହୋଇଛି । ସେମାନେ ମାନବ ସମାଜକୁ ନୂଆ କିଛି ଦେଉଛନ୍ତି । ମୁଁ ‘କରିପାରିବି’ ଏହି ଭାବନା ଓ ଉତ୍ସାହ ଆମ ରାଷ୍ଟ୍ର ଓ ସମଗ୍ର ବିଶ୍ୱ ପାଇଁ ଚମତ୍କାରିତା ଆଣିପାରିବ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟାର ପ୍ରାଚୀନ ଓ ଆଧୁନିକତା ମଧ୍ୟରେ ଏକ ସୁସ୍ଥ ସମ୍ମିଶ୍ରଣରେ ବିଶ୍ୱାସ କରୁଥିଲେ । ନିଜର ମୂଳ ସହିତ ସଂଯୁକ୍ତ ହୋଇ ଭବିଷ୍ୟତ ଉପରେ ଦୃଷ୍ଟିପାତ କରିବା ନୀତିରେ ସେ ବିଶ୍ୱାସ କରୁଥିଲେ । ସେ ନିଜର ମାତୃଭାଷା ତାମିଲ ଓ ମାତୃଭୂମି ଭାରତକୁ ନିଜର ଦୁଇ ଚକ୍ଷୁଭାବେ ପରିଗଣିତ କରୁଥିଲେ । ଭାରତୀ ପ୍ରାଚୀନ ଭାରତର ମହାନତାର ସଂଗୀତ ଗାନ କରୁଥିଲେ । ସେଥିରେ ବେଦ ଉପନିଷଦ, ଆମର ସଂସ୍କୃତି, ପରମ୍ପରା ଓ ଆମର ଗୌରବମୟ ଅତୀତର ମହାନତା ଯଥାର୍ଥଭାବେ ସ୍ଥାନ ପାଇଥିଲା । ଏହା ସତ୍ତ୍ୱେ ସେ ମଧ୍ୟ ଆମକୁ ଏକ ସଂଗରେ କେବଳ ଅତୀତର ଗୌରବକୁ ନେଇ ବଞ୍ଚିବା ବିରୋଧରେ ସତର୍କ କରାଇ ଦେଇଥିଲେ । ତାଙ୍କ ମତରେ ଅତୀତର ଗୌରବକୁ ନେଇ କେବଳ ବଞ୍ଚିହେବ ନାହିଁ । ବର୍ତ୍ତମାନକୁ ମଧ୍ୟ ଗୌରବଜ୍ଜ୍ୱଳ କରିବାକୁ ପଡିବ । ମହାକବିଙ୍କ ଏହି ଆଦର୍ଶ ଅନୁସାରେ ଆମକୁ ଆମର ବିଜ୍ଞାନଭିତ୍ତିକ ବିଚାର ବଢାଇବାକୁ ପଡିବ ଏବଂ ଅନୁସନ୍ଧିତ୍ସାର ଭାବନା ନେଇ ଆଗକୁ ମାଡି ଚାଲିବାକୁ ହେବ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ମହାକବି ଭାରତୀୟାର ବିକାଶର ଯେଉଁ ସଂଜ୍ଞା ନିରୂପଣ କରିଥିଲେ ତାହାର କେନ୍ଦ୍ରରେ ଥିଲେ ମହିଳା । ନାରୀ ସ୍ୱାଧୀନତା ଏବଂ ସେମାନଙ୍କର ସଶକ୍ତୀକରଣ ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଥିଲା । ମହାକବି ଲେଖିଥିଲେ ଯେ ମହିଳାମାନେ ଲୋକଙ୍କୁ ମୁହାଁମୁହିଁ ଦେଖିବା ସହିତ ନିଜର ମୁଣ୍ଡକୁ ଉଚ୍ଚାକରି କାମ କରିବା ଉଚିତ । ମହାକବିଙ୍କ ଏହି ଲକ୍ଷ୍ୟରେ ଅନୁପ୍ରାଣିତ ହୋଇ ସରକାର ଏବେ ମହିଳାଙ୍କ ସଶକ୍ତୀକରଣ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ବିଭିନ୍ନ କାର୍ଯ୍ୟ ପରିସର ମଧ୍ୟରେ ମହିଳାଙ୍କ ମର୍ଯ୍ୟାଦାକୁ ଗୁରୁତ୍ୱ ଦିଆଯାଇଛି । ସେ କହିଛନ୍ତି ଯେ ଏବେ 15 କୋଟିରୁ ଅଧିକ ମହିଳା ଉଦ୍ୟୋଗୀଙ୍କୁ ମୁଦ୍ରା ଯୋଜନାରେ ଅର୍ଥ ଯୋଗାଇ ଦିଆଯାଇଛି । ଆଜି ମହିଳାମାନେ ଆମ ସଶସ୍ତ୍ର ବାହିନୀରେ ସ୍ଥାୟୀ କମିଶନ (ସ୍ଥାୟୀ ନିଯୁକ୍ତି) ପାଇଛନ୍ତି । ଆଜି ଦରିଦ୍ରରୁ ଦରିଦ୍ରତମ 10 କୋଟିରୁ ଅଧିକ ମହିଳା ଯେଉଁମାନେ ଏକଦା ନିରାପଦ ଶୌଚ ସୁବିଧା ପାଉ ନ ଥିଲେ, ଏବେ ସ୍ୱାସ୍ଥ୍ୟକର ଶୌଚାଳୟ ବ୍ୟବହାର କରୁଛନ୍ତି । ସେମାନଙ୍କୁ ଆଉ ଶୌଚପାଇଁ ପୂର୍ବଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁନାହିଁ । ସେ କହିଛନ୍ତି ଯେ ‘ଏହା ନୂଆ ଭାରତର ନାରୀ ଶକ୍ତିର ଯୁଗ । ସେମାନେ ପ୍ରତିବନ୍ଧକକୁ ଦୂର କରି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରଭାବ ଓ ପ୍ରତିଷ୍ଠା ପ୍ରଦର୍ଶନ କରୁଛନ୍ତି । ଏହି ସୁବ୍ରମଣ୍ୟ ଭାରତୀଙ୍କୁ ନୂଆ ଭାରତର ଶ୍ରଦ୍ଧାଞ୍ଜଳି ।’

 

ଶ୍ରୀ ମୋଦୀ କହିଛନ୍ତି, ମହାକବି ଭାରତୀୟାର ବୁଝିଥିଲେ ଯେ ଏକ ବିଭାଜିତ ସମାଜ ସଫଳ ହୁଏନାହିଁ । ଯୁଗପଦ୍‌ଭାବେ ସେ ମଧ୍ୟ ରାଜନୈତିକ ସ୍ୱାଧୀନତାର ଶୂନ୍ୟତା ବିଷୟରେ ଲେଖିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ଏହି ରାଜନୈତିକ ସ୍ୱାଧୀନତାର ଅଭାବରୁ ସାମାଜିକ ଅସମତାଜନିତ ସମସ୍ୟା ଦୂର ହୋଇପାରୁନାହିଁ । ଫଳରେ ସାମାଜିକ କୁସଂସ୍କାର ବଳବତ୍ତର ରହୁଛି । ଭାରତୀଙ୍କ ଲେଖା ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଆମେ ଏବେ ଯଦି ଏକ ନିୟମ ତିଆରି କରି ତାହାକୁ କାର୍ଯ୍ୟକାରୀ କରିବା ଏବଂ ସେଥିରେ ଆମକୁ ସ୍ପଷ୍ଟ କରିଦେବାକୁ ପଡିବ ଯେ ଯଦି କୌଣସି ଗୋଟିଏ ଲୋକ ଅନାହାରର ସମ୍ମୁଖୀନ ହୁଏ, ତେବେ ସମଗ୍ର ପୃଥିବୀକୁ ଏଥିପାଇଁ ଯନ୍ତ୍ରଣାସିକ୍ତ ପ୍ରାୟଶ୍ଚିତ କରିବାକୁ ପଡିବ ।’ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାକବିଙ୍କ ଦର୍ଶନ ଓ ଆଦର୍ଶ ଆମକୁ ଏକାଠି ରହି ପ୍ରତ୍ୟେକ ବ୍ୟକ୍ତିକୁ ସଶକ୍ତ କରିବା, ବିଶେଷକରି ଗରିବ ଓ ବଞ୍ଚିତମାନଙ୍କୁ ସବଳ କରିବା ଦିଗରେ ଅଙ୍ଗୀକୃତ ହେବାକୁ ଏକ ଦୃଢ ଚେତାବନୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀଙ୍କଠାରୁ ଆମ ଯୁବ ସମାଜ ଯଥେଷ୍ଟ କିଛି ଶିଖିବାର ସୁଯୋଗ ରହିଛି । ଦେଶର ସବୁ ନାଗରିକ ତାଙ୍କର ଲେଖା ପାଠକରି ଅନୁପ୍ରାଣିତ ହେବାକୁ ଶ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ ଭାରତୀୟାରଙ୍କ ବାଣୀର ପ୍ରଚାର ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବନବିଲ ସାଂସ୍କୃତିକ କେନ୍ଦ୍ରର ଉଚ୍ଚ ପ୍ରଶଂସା କରିଛନ୍ତି । ଏଭଳି ଆୟୋଜନ ଓ ଉତ୍ସବ ମାଧ୍ୟମରେ ଯଥାର୍ଥ ବିଚାର ଆଲୋଚନା କରାଯାଇ ଭାରତକୁ ନୂଆ ଭବିଷ୍ୟତ ଆଡକୁ ଆଗେଇ ନେବାର ସଫଳ ମାର୍ଗ ବାହାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech