
ପୁରୁଷ ହକି ବିଶ୍ୱକପ୍ 2023 ଆୟୋଜନ ପାଇଁ ରାଉରକେଲାରେ ପ୍ରସ୍ତୁତି ଆରମ୍ଭ
ଜେ ବି ଏନ, ୧୨/୧୨/୨୦୨୦, ରାଉରକେଲା : ପୁରୁଷ ହକି ବିଶ୍ୱକପ୍ 2023 ଆୟୋଜନ ପାଇଁ ରାଉରକେଲାରେ ପ୍ରସ୍ତୁତି ଆରମ୍ଭ ହୋଇଛି l ସୂଚନା ମୁତାବକ ଇନଫ୍ରା ଏବଂ ଲଜିଷ୍ଟିକ୍ ଆବଶ୍ୟକତା ପାଇଁ ଏକ ମୂଲ୍ୟାଙ୍କନ ଅନୁଷ୍ଠିତ ହୋଇଥିଲାା l ଯେଉଁଠାରେ FIH ହକି ଡ. ନରିନ୍ଦର ବାତ୍ରା , ହକି ଇଣ୍ଡିଆର ସିଇଓ, ସମ୍ପାଦକ ସ୍ପୋର୍ଟସ ଭିଶାଲ ଦେଭ କେ, IDCO CMD ଶ୍ରୀ ସଞ୍ଜୟ କୁମାର ଏବଂ ସିଇଓ ଙ୍କ ସହିତ ସ୍ମାର୍ଟସିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l



