ରୁଙ୍ଗୁଟା କମ୍ପାନୀକୁ ଡ୍ରିଲ କରି କୋଇଲା ସର୍ଭେ କରିବାକୁ ବାଟ ସୁଗମ ହେଲା
ଅନୁଗୋଳ/ତାଳଚେର – date -11/05/26 ତାଳଚେର ଧରାମପୁର ହାଇସ୍କୁଲ ପଡିଆ ଠାରେ ରୁଙ୍ଗୁଟା କମ୍ପାନୀ ଓ ଧରମପୁର ପଂଚାୟତ ର ସରେଇଲୋ, ଖଇରାପାଳ ଗ୍ରାମର କିଛି ୱା୍ଡମେମ୍ବର, ସଭାପତି ଓ ଗ୍ରାମବାସୀଙ୍କ ମଧ୍ୟରେ ମିଟିଙ୍ଗ ହୋଇ ସମାଧାନ ହେଲା କି ଗ୍ରାମରେ ରୁଙ୍ଗୁଟା କମ୍ପାନୀ ବୋରିଙ୍ଗ କରି କୋଇଲା ସର୍ଭେ ପାଇଁ ସହଯୋଗ କରିବେ ବୋଲି ନିଷ୍ପତି ନେଲେ।



