
( ୩ ଦଫା ଦାବି ନେଇ ଜଗତସିଂହପୁର ଜ଼ିଲ୍ଲା ଉଜ୍ବଳା ଦିଦି ସଂଘ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ) ଜଗତସିଂହପୁର ତା =29/8/23 ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଉଜ୍ବଳା ଦିଦି ସଂଘ ଜଗତସିଂହପୁର ଜ଼ିଲ୍ଲା ସଂଗଠନ ପକ୍ଷରୁ ଉଜ୍ବଳା ଦିଦି ମାନଙ୍କୁ କାର୍ଯ୍ୟରେ ଯୋଗଦେବା ସମୟରେ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ତାହା କାର୍ଯ୍ୟକାରୀ କରିବା | ସମସ୍ତ ଉଜ୍ବଳା ଦିଦି ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇଦେବା | ଉଜ୍ବଳା ଦିଦି ମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇଦେବା ସହିତ ପରିଶ୍ରମିକ ପ୍ରଦାନ...















