ଭୁବନେଶ୍ୱର: କନଷ୍ଟେବଲ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ବାଲିଅନ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି । ଆଜି କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଜାରି ରଖିଛନ୍ତି । ସୌମ୍ୟଙ୍କ ସାଙ୍ଗ ଓମ ପ୍ରକାଶକୁ ପଚରା ଉଚରା କରିବା ସହ ପରିବାର କୁ ପଚରା ଉଚରା କରୁଛନ୍ତି । ବାଲିଅନ୍ତା ଥାନାର ୪ ପୋଲିସଙ୍କୁ ସସପେଣ୍ଡ କରାଯାଇଛି । ଡିଜିପି ମଧ୍ୟ ଆକ୍ସନ ମୋଡରେ ରହିଛନ୍ତି । କମିଶନରେଟ ପୋଲିସର ସମସ୍ତ ଆଇଆଇସିଙ୍କୁ ନେଇ ବୈଠକ କରାଯାଇଛି । ବୈଠକରେ ଡିଜିପିଙ୍କ ସମେତ ସିପି, ଆଡିସନାଲ ଓ ଡିସିପି ଉପସ୍ଥିତ ଅଛନ୍ତି । ବାଲିଅନ୍ତା ଘଟଣା ପରେ...






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-13-scaled.jpg)