August 24, 2023/
No Comments
ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୨୮ ଅସୁସ୍ଥ ଗୁଜରାଟରେ ଏକ ଶିଳ୍ପ ସଂସ୍ଥାରୁ ଗ୍ୟାସ୍ ଲିକ୍ ହୋଇ ୨୮ ଅସୁସ୍ଥ। ଭରୁଚ ଜିଲ୍ଲା ଜାମ୍ବୁସାର ନିକଟ ଏକ କମ୍ପାନୀରୁ ଗ୍ୟାସ୍ ଲିକ୍। ୨୮ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା।

All rights reserved. Designed by Inter Softech