
( ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ସଭାପତି ଙ୍କ ବିୟୋଗ ରେ ଶୋକସଭା ଅନୁଷ୍ଠିତ ) ଜଗତସିଂହପୁର ତା =16/2/23 ରାଜ୍ୟ ଉପଭୋକ୍ତା ପରାମର୍ଶ କେନ୍ଦ୍ର ର ସଭାପତି ତଥା ବିଶିଷ୍ଟ ସମାଜସେବୀ ବଂଶୀଧର ଆଚାର୍ଯ୍ୟ ଙ୍କ କୁଜଙ୍ଗ ସ୍ଥିତ ବାସ ଭବନରେ ହୃଦଘାତ ରେ ମୃତ୍ୟୁ ବରଣ କରିଛନ୍ତି | ତାଙ୍କ ବିୟୋଗ ରେ ରାଜ୍ୟ ଜଣେ ସୁଯୋଗ୍ୟ ଉପ ଭୋକ୍ତା କର୍ମୀଙ୍କୁ ହରାଇଛି | ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜ଼ିଲ୍ଲା ଖାଉଟି ବିଭାଗ ପ୍ରତିକାର ଆୟୋଗ ସମ୍ମିଳନୀ କକ୍ଷରେ ଆୟୋଗ ସଭାପତି ପ୍ରଭାତ କୁମାର ପାଢ଼ୀ ଙ୍କ ସଭାପତିତ୍ୱ ରେ ସ୍ବର୍ଗତ ବଂଶୀଧର ଆଚାର୍ଯ୍ୟ ଙ୍କ ଫଟୋ ଚିତ୍ର...















