
[ ଜଗତସିଂହପୁର ଜ଼ିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ] ଜଗତସିଂହପୁର ତା =12/2/23 ଜଗତସିଂହପୁର ଜ଼ିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନ ର ତୃତୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ଗୋପବନ୍ଧୁ ପାର୍କ ରେ ସଭାପତି ତପନ କୁମାର ରାଉତରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ ସମ୍ପାଦକ ତାରାପଦ ମହାନ୍ତି ଡିଜିଟାଲ ମିଡିଆରେ କାଯ୍ୟକରୁଥିବା ସାମ୍ବାଦିକମାନେ ଅନେକ ଘାତ ପ୍ରତିଘାତ, ଏବଂ ବାଦ ବିବାଦ ମଧ୍ୟ୍ୟ ରେ କାର୍ଯ୍ୟ କରୁଛନ୍ତି |ସେମାନଙ୍କ ର ସ୍ୱାଭିମାନ ଓ ହକ ନିମନ୍ତେ ସମସ୍ତ ଡିଜିଟାଲ ମାଡିଆ ସାମ୍ବାଦିକ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ...















