ତାମିଲନାଡ଼ୁ: ହାରିଗଲେ ତାମିଲନାଡୁ ମୁଖମନ୍ତ୍ରୀ ! କୋଲାଥୁର ଆସନରେ ହାରିଲେ ଏମକେ ଷ୍ଟାଲିନ ! ଷ୍ଟାଲିନ ହାରିଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି । ଟିଭିକେ ପ୍ରାର୍ଥୀଙ୍କ ଠାରୁ ଷ୍ଟାଲିନ ବାହାରିଥିବା ସୂଚନା ଦେଇଛନ୍ତି । ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ଥାଲାପଥି ବିଜୟ ତାମିଲନାଡ଼ୁ ସିନେ ଜଗତ ପରେ ଏବେ ରାଜନୀତିରେ ସବୁଠୁ ବଡ଼ ଚେହେରା ଭାବେ ଉଭା ହୋଇଛନ୍ତି। ପ୍ରାରମ୍ଭିକ ଭୋଟ ଗଣନାରୁ ତାମିଲନାଡ଼ୁରେ ବିଜୟଙ୍କ ଦଳ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ସର୍ବାଗ୍ରେ ରହିଛି। ଡିଏମ୍କେ ଓ ଏଆଇଏଡିଏମ୍କେର ପାରମ୍ପରିକ ପ୍ରତିଦ୍ବନ୍ଦ୍ବିତାକୁ ପଛରେ ପକାଇ ଟିଭିକେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି। ବିଜୟ...






