ଆଜି ପୁରୀରେ ଗୁରୁ ମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୂବନେଶ୍ୱର,୧୨/୦୪: ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀରେ ବିଜେପି କର୍ମଶାଳା ଉଦ୍ଘାଟନ୍ କରିବେ । ବିଧାୟକ ପଢ଼ିବେ ପାଠ । ଅଭିଜ୍ଞଙ୍କଠୁଁ ଶିଖିବେ ନବାଗତ ଓ ନବାଗତା । ନୂଆ ବିଧ୍ୟାୟକଙ୍କୁ କେମିତି ଚାଲେ ସରକାର, ତା’ର ତାଲିମ ଦେବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ସମସ୍ତ ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଓ ବିଧାୟକମାନେ ନେବେ ପ୍ରଶିକ୍ଷଣ । ପୁରୀରେ ବିଜେପି ନେତାମାନେ ପହଞ୍ଚିଛନ୍ତି । ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ...






