ସୁପ୍ରିମକୋର୍ଟ ରେ ପଶିଲା କରୋନା ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି ମହାମାରୀ କରୋନା। ସରକାରୀ, ବେସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ପରେ ଏବେ ସୁପ୍ରିମକୋର୍ଟରେ କରୋନା କାୟା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ପ୍ରାୟତଃ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତ ଚିହ୍ନଟ ପରେ କୋର୍ଟ ପରିସରକୁ ବିଶୋଧନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କୋର୍ଟରେ ଶୁଣାଣି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଫଳରେ ସମସ୍ତ ଶୁଣାଣି ଭର୍ଚୁଆଲରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାଖାପାଖି ୧ ଘଣ୍ଟା ବିଳମ୍ୱରେ ସମସ୍ତ ବେଞ୍ଚ ବସିବ। ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ...





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-2-scaled.jpg)
