ଟୀକାକରଣ କରାଯାଇଥିବା ମୋଟ ଲୋକଙ୍କ ସଂଖ୍ୟା ହେଉଛି 9.80 କୋଟିରୁ ଅଧିକ, ଗତ 24 ଘଣ୍ଟା ମଧ୍ୟରେ 34 ଲକ୍ଷରୁ ଅଧିକ ଡୋଜ ଟିକା ଦିଆଯାଇଛି : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜେ ବି ଏନ, ୧୦/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଆଜି ସାରା ଦେଶରେ କୋଭିଡ -19 ଟିକା ର ମୋଟ ସଂଖ୍ୟା 9.80 କୋଟିରୁ ଅଧିକ ହୋଇଛି। ଆଜି ସକାଳ 7 ଟା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀ ରିପୋର୍ଟ ଅନୁଯାୟୀ, 14,75,410 ଅଧିବେଶନ ମାଧ୍ୟମରେ ମୋଟ 9,80,75,160 ଟିକା ଡୋଜ ଦିଆଯାଇଛି। ଏଥିମଧ୍ୟରେ 89,88,373 ସ୍ୱାସ୍ଥ୍ୟ କର୍ମୀ ପ୍ରଥମ...






