ଭୁବନେଶ୍ୱର : ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ପଂଚାୟତ ଓ ପୌର ନିର୍ବାଚନ ହେବ । ୨୦୨୭ ଜାନୁଆରୀ ସୁଦ୍ଧା କାର୍ଯ୍ୟକାଳ ପ୍ରାୟତଃ ଶେଷ ହେଉଛି । ତେଣୁ ଏହି ସମୟରେ ନିର୍ବାଚନ କରିବାକୁ ଆପାତତଃ ନିଷ୍ପତି ହୋଇଛି । ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ । ସେ କହିଛନ୍ତି ଯେ, ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ତେବେ ନିର୍ବାଚନ ପୂର୍ବରୁ ଘରକୁ ଘର ଭୋଟର ସର୍ଭେ ହେବ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଭୋଟର ସର୍ଭେ ସରିବ । ଜନଗଣନା ପାଇଁ ମାସେ...



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-11-scaled.jpg)


