January 8, 2021/
୨୦୨୦ – ୨୧ବର୍ଷ ରବିଋତୁ ନିମନ୍ତେ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ (ଜେ ବି ଏନ /ସୁଶାନ୍ତ କୁମାର) ୦୮/୦୧/୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟରୁମ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଡାଲି ଜାତୀୟ ଫସଲ , ତୈଳବୀଜ ଓ ପନିପରିବା ଚାଷ ପାଇଁ ଚାଷୀ ମାନଙ୍କୁ ସାର ଓ କୀଟନାଶକ ଔଷଧ ଯୋଗାଇ ଦେବା ସହ ଜଳ ସେଚନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ଏହାଛଡା ଚାଷ...






