ଆସାମରେ ପୁଣି ବିଜେପି ସରକାର ! ଆସାମରେ ପୁଣି ବିପୁଳ ବିଜୟ ପଥେ ବିଜେପି ଦଳ। ୯୦ ଆସନରେ ଅଗ୍ରଣୀ ସହ ସରକାର ଆଶା ଉଜ୍ଜ୍ବଳ ରହୁଛି । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ ।
ଆସାମରେ ପୁଣି ବିଜେପି ସରକାର ! ଆସାମରେ ପୁଣି ବିପୁଳ ବିଜୟ ପଥେ ବିଜେପି ଦଳ। ୯୦ ଆସନରେ ଅଗ୍ରଣୀ ସହ ସରକାର ଆଶା ଉଜ୍ଜ୍ବଳ ରହୁଛି । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ ।
ହାଇଦରାବାଦ: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ କନ୍ୟା ତଥା ପୂର୍ବତନ ବିଧାୟିକା କେ.କବିତା ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ନୂତନ ଦଳର ନାମ ଟିଆରଏସ (ତେଲଙ୍ଗାନା ରାଷ୍ଟ୍ର ସେନା) ରଖାଯାଇଛି। ଶନିବାର ମେଦଚାଲ ଜିଲା ଅନ୍ତର୍ଗତ ମୁନିରାବାଦଠାରେ ଆୟୋଜିତ ଉତ୍ସବରେ କବିତା ଦଳ ଗଠନ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିବାବେଳେ ଦଳର ପତାକାକୁ ଉନ୍ମୋଚନ କରିଛନ୍ତି। ତେଲଙ୍ଗାନାର ୩୩ଟି ଜିଲାରୁ ପ୍ରାୟ ୫୦ ହଜାର ସମର୍ଥକ ଏହି ଉତ୍ସବରେ ଯୋଗଦେଇଥିବା ଜଣାପଡିଛି।ସୂଚନାଯୋଗ୍ୟ ସ୍ବତନ୍ତ୍ର ତେଲଙ୍ଗାନା ରାଜ୍ୟ ଗଠନ ଲକ୍ଷ୍ୟରେ କବିତାଙ୍କ ପିତା କେସିଆର ୨୦୦୧ରେ ପ୍ରଥମେ ଟିଆରଏସ (ତେଲଙ୍ଗାନା ରାଷ୍ଟ୍ର ସମିତି) ନାମରେ ଦଳ ଗଠନ...
ବିହାରର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆସ୍ଥା ଭୋଟରେ ବିଜୟୀ ହୋଇଥିବା ଜଣାପଡିଛି। ଆସ୍ଥା ଭୋଟ ପାଇଁ ଶୁକ୍ରବାର ବିହାର ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ୨୦୨ ସଦସ୍ୟ ରହିଛନ୍ତି। ତେଣୁ ବାଚନିକ ଭୋଟରେ ଆସ୍ଥା ଭୋଟ ପ୍ରସ୍ତାବ ଗୃହୀତ ହୋଇଥିବା କୁହାଯାଇଛି। ଆସ୍ଥା ଭୋଟ ଜିତିବା ପରେ ବିଧାନସଭା ବାଚସ୍ପତି ପ୍ରେମ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିକ୍ରିୟା ପ୍ରକାଶ କରିି ସମ୍ରାଟ ଚୌଧୁରୀ କହିଛନ୍ତି ଯେ ତାଙ୍କ ସରକାର ଟ୍ରିପିଲ ‘ସି’ ଯଥା କରପ୍ସନ (ଦୁର୍ନୀତି), କ୍ରାଇମ (ଅପରାଧ) ଏବଂ କମ୍ୟୁନାଲିଜମ (ସାଂପ୍ରଦାୟିକତା) ସହ କୌଣସି...
ପାଟଣା: ବିହାରର ମୁଖ୍ୟମନ୍ତ୍ରୀ ଭାବେ ପାଟନାର ଲୋକଭବନରେ ଶପଥ ନେଲେ ସମ୍ରାଟ ଚୌଧୁରୀ । ଶପଥ ପାଠ କରାଇଲେ ରାଜ୍ୟପାଳ ସୟଦ ଅତା ହସତୈନ । ବିହାରର ୨୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ । ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଜେଡିୟୁ ବିଧାୟକ ବିଜୟ କୁମାର ଚୌଧୁରୀ ଏବଂ ବିଜୟ ପ୍ରସାଦ ଯାଦବ ମଧ୍ୟ ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ ଭାବରେ ଶପଥ ଗ୍ରହଣ କରିଛନ୍ତି । ଲୋକଭବନରେ ଶପଥ ସମାରୋହକାର୍ଯ୍ୟକ୍ରମଅନୁଷ୍ଠିତହୋଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟବେକ୍ଷକ ଭାବରେ ପାଟନା ଆସିଥିଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ। ବିଜେପି ରାଷ୍ଟ୍ରୀୟ...
ନକ୍ସଲ ଦମନ ଡେଡଲାଇନ୍ ତଥା ଶେଷଦିନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ଆଜି ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓ ଅପରେସନରେ ମିଳିଛି ଏହି ବିପୁଳ ସୁନା ଏବଂ ଟଙ୍କା। ମାଓ ଡମ୍ପରୁ ଉଦ୍ଧାର ହୋଇଛି ୭ କେଜି ସୁନା ବିସ୍କୁଟ୍ ସହ ନଗଦ ୨.୯୬ କୋଟି ଟଙ୍କା ମିଳିଛି। ଏମାନେ ୯୩ଟି ହତିଆର ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରୁ ୪ଟି ଏକେ-୪୭ ଏବଂ ୯ଟି ଏସଏଲଆର ରହିଛି। ଏମାନଙ୍କଦ୍ବାରା ଡମ୍ପ କରି ରଖାଯାଇଥିବା ୨ କୋଟି ୯୦ ଲକ୍ଷ ଟଂକା ନଗଦ, ୭ କିଲୋ ୨ ଶହ ଗ୍ରାମ...
ରାୟପୁର: କେକେବିଏନ ରାହୁଲ କମିଟି ମୁଖ୍ୟ ମମତାର ଆତ୍ମସମର୍ପଣ । ଛତିଶଗଡ ପୋଲିସ ପାଖରେ ଆତ୍ମସମର୍ପଣ କଲେ । ୧୨ ଜଣିଆ ଟିମ ସହ ଛତିଶଗଡ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଅନ୍ୟମାନେ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିବା ପାଇଁ ଅଡିଓ ଟେପ ଦେଲେ । ମମତାକୁ ଧରାଇ ଦେବା ପାଇଁ ୩୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଦଶ୍ରୁ ନିହତ ପରେ ମମତା କେକେବିଏନ ଡିଭିଜନର ମୁଖ୍ୟ ହୋଇଥିଲେ । କନ୍ଧମାଳ ଜିଲ୍ଲାରେ ସକ୍ରିୟ ଶୁକ୍ରୁ ଦାଦାଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦେଲେ । ୭୦୦୮୬୩୮୭୦୩ ନଂରେ ଯୋଗାଯୋଗ ପାଇଁ ଅଡିଓ ଟେପରେ ଅନୁରୋଧ କରାଯାଇଛି ।...
ବିଜାପୁରରେ ଆଇଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ଦିନ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଛତିଶଗଡ ବିଜାପୁର ଜିଲ୍ଲାର କାରେଗୁଟ୍ଟା ପାହାଡର ଜଙ୍ଗଲରେ ସିରିଜ୍ ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବିଜାପୁର ପୋଲିସ ସୋମବାର ଦିନ ନିଶ୍ଚିତ କରିଛି । ପୋଲିସର ସୂଚନା ଅନୁଯାୟୀ, ଆହତ ସୁରକ୍ଷା କର୍ମୀଙ୍କ ମଧ୍ୟରୁ ୧୦ ଜଣ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ୟୁନିଟ୍ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ର ଥିଲେ ଏବଂ ଜଣେ କେନ୍ଦ୍ରୀୟ ରିଜର୍ଭ (ସିଆରପିଏଫ)ର କୋବ୍ରା ବାଟାଲିୟନର ଥିଲେ...
ଛତିଶଗଡ଼ର ନକ୍ସଲ ପ୍ରଭାବିତ ଗାରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀକୁ ଆଉ ଏକ ବଡ଼ ସଫଳତା ମିଳିଛି। ଗରିଆବନ୍ଧ ଏସ୍ପିଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ୯ ମାଓବାଦୀ। ଡିଭିସି ସଦସ୍ୟା ଅଞ୍ଜୁ ଓରଫ କବିତାଙ୍କ ନେତୃତ୍ୱରେ ଆତ୍ମସମର୍ପଣ କରିଛନ୍ତି। ୫ ଡିଭିସିଏମ, ୨ ପିଏଲଜିଏ, ୨ ପାର୍ଟି ମେମ୍ବର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ଛଅ ଜଣ ମହିଳା ନକ୍ସଲ ଏବଂ ତିନି ଜଣ ପୁରୁଷ ନକ୍ସଲ ଅଛନ୍ତି। ୨୦୨୫ ମସିହାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଅପରେସନରେ ୨୫୬ ଜଣ ନକ୍ସଲ ନିହତ ହୋଇଥିଲେ, ଯେତେବେଳେ ୧୫୦୦ ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଥିଲେ।...
ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ ସଫଳତା। ଆତ୍ମସମର୍ପଣ କରିଛନ୍ତି ୨୬ ମାଓବାଦୀ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୧୩ ଜଣଙ୍କ ମୁଣ୍ଡ ପାଇଁ ମୋଟ ୬୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମାଓ ସଂଗଠନରେ ସକ୍ରିୟ ସାତ ଜଣ ମହିଳା ସମେତ ୨୬ ଜଣ ମାଓବାଦୀ ଆଜି ସୁକମା ଜିଲ୍ଲା ପୋଲିସ ଅଧିକ୍ଷକ କିରଣ ଚଭନ ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ୧୩ ଜଣ ମାଓବାଦୀଙ୍କ ଉପରେ ମୋଟ ୬୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।ନକ୍ସଲବାଦୀ ସିଆରସି କମ୍ପାନୀରେ ପ୍ଲାଟୁନ ୨ର ଡେପୁଟି କମାଣ୍ଡର...
ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ ଓଡ଼ିଶାକୁ ବଡ଼ ସଫଳତା; ୨୭ ହଜାର ୬୫୦ କୋଟି ଟଙ୍କାର ଏମ୍ ଓ ୟୁ ସ୍ବାକ୍ଷରିତ ଭୁବନେଶ୍ବର: ହାଇଦ୍ରାବାଦରେ ଅୟୋଜିତ ହୋଇଥିବା ନିବେଶକ ସମ୍ମିଳନୀରେ ଯୋଗଦେବା ପରେ ଓଡ଼ିଶା ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିସେମ୍ବର ୧୮ ୧୯ ରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ନିବେଶ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା ମିଳିଥିବା କହିଲେ ମୁଖ୍ୟମନ୍ତ୍ରୀ। ନିବେଶକଙ୍କ ସହ ୨୫ଟି ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ୫୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ନିବେଶକ ସମ୍ମିଳନୀରେ ୨୭ ହଜାର ୬୫୦ କୋଟି ଟଙ୍କାର ୧୩ଟି ଏମ୍ ଓ ୟୁ ବା ଚୁକ୍ତିନାମା...











All rights reserved. Designed by Inter Softech