ଭଡ଼ାଟିଆଙ୍କ ଘରୁ ଚୋରି : ୨ଗିରଫଗୋଟିଏ ସୁନାଚେନ୍, ୪ଟି ସୁନାମୁଦି, ୨ଟି କାନଫୁଲ, ୨ଟି ସୁନାଚୂଡ଼ି, ୧ଟି ମଙ୍ଗଳସୂତ୍ର, ୧ଟି ରୂପାକଙ୍କଣ ତାଳଚେର, ୨୦/୦୬ ତାଳଚେର ଟାଉନ ଥାନା ଅନ୍ତର୍ଗତ ପୌରାଚଂଳ ୱାର୍ଡ଼ ନଂ-୨ ବ୍ରାହ୍ମଣଶାସନ ଡ଼ିଗଲ ମିଶ୍ରଙ୍କ ଘରେ ଦୀର୍ଘ ୧୫ବର୍ଷ ହେବ ଭଡ଼ାରେ ସଞ୍ଜୟ ପାଲ ଓ ତାଙ୍କ ଧର୍ମପତ୍ନୀ ସତ୍ୟଭାମା ପାଲ ରହି ଆସୁଥିଲେ । ଗତ ତା ୧୮/୦୬/୨୦୨୬ ରିଖ ସନ୍ଧ୍ୟା ୬ଘଟିକା ୩୦ମିନିଟ୍ ସମୟରେ ତଳ ମହଲାକୁ ଯାଇ ସେ ଘର ମାଲିକଙ୍କ ସହ ବାର୍ତାଳୋପ କରୁଥିଲେ । ପ୍ରାୟ ୮ଘଟିକା ସମୟରେ ଯେତେବେଳେ ସେ ତାଙ୍କ କୋଠରୀକୁ ଫେରିଲେ ଦେଖିଲେ କି ତାଙ୍କ...






