ଚାଷୀ ଙ୍କ ସମସ୍ୟା ନେଇ ଧାନ ମଣ୍ଡି ପରିଦର୍ଶନ କଲେ ଜୁନାଗଡ଼ ବିଧାୟକ ଜୁନାଗଡ଼ : (ବାଲେଶ୍ୱର ସୁନାନୀ )11/5/ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ଚାଷୀ ଙ୍କ ଧାନ ବିକା ସମସ୍ୟା କୁ ନେଇ ଚାଷୀମାନେ ହନ୍ତସନ୍ତ ହୋଇ ଯାଇଛନ୍ତି, ମୁଣ୍ଡ ଝାଳ ତୁଣ୍ଡେ ମାରି 45ଡିଗ୍ରୀ ଉତ୍ତାପରେ ଚାଷ କରି କିଛି ଉପାର୍ଜନ କରି ମଣ୍ଡିରେ ଧାନ ବିକ୍ରୟ କରି ପରିବାର ଭରଣ ପୋଷଣ କରିବୁ, ପୁଅ ଝିଅ ଙ୍କୁ ଟିକେ ପାଠ ପଢେଇ ବୁ ବୋଲି ଚାଷୀ ଚାଷ କରି, ବିକ୍ରୟକରି ଟଙ୍କା ପାଇଲେ, ପୁଅ ଝିଅ ଖର୍ଚ୍ଚ କରି ବଳକା ଟଙ୍କା କୁ ଅଉ...



